ହରମୁଜ ପ୍ରଣାଳୀକୁ ଅବରୋଧ କରିବ ଆମେରିକା
ନୂଆଦିଲ୍ଲୀ: ସମୁଦ୍ରରେ ସୃଷ୍ଟି ହେବ ମରଣଯନ୍ତା । ହରମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ । ପୁଣିଯୁଦ୍ଧ ପରିସ୍ଥିତି ସୃଷ୍ଟି । ଶାନ୍ତି ଆଲୋଚନା ବିଫଳ ହେବା ପରେ ଆରମ୍ଭ ହୋଇଛି ଛକାପଞ୍ଝା । ଆଜିଠୁ ସମୁଦ୍ରରେ ଇରାନକୁ ଘେରିବ ଆମେରିକା। ଇରାନ…
ନୂଆଦିଲ୍ଲୀ: ସମୁଦ୍ରରେ ସୃଷ୍ଟି ହେବ ମରଣଯନ୍ତା । ହରମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ । ପୁଣିଯୁଦ୍ଧ ପରିସ୍ଥିତି ସୃଷ୍ଟି । ଶାନ୍ତି ଆଲୋଚନା ବିଫଳ ହେବା ପରେ ଆରମ୍ଭ ହୋଇଛି ଛକାପଞ୍ଝା । ଆଜିଠୁ ସମୁଦ୍ରରେ ଇରାନକୁ ଘେରିବ ଆମେରିକା। ଇରାନ…
ଭୁବନେଶ୍ଵର:ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ…
ସମ୍ବଲପୁର: କାଲି ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର । ଶାନ୍ତିଭଙ୍ଗ ଆଶଙ୍କାରେ ସହରର ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୁରକ୍ଷା ପାଇଁ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୩…
ସୁବର୍ଣ୍ଣପୁର : ଫାର୍ମ ହାଉସରେ ରେଡ । ବିପୁଳ ପରିମାଣର ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧନସ୍ଥ ଗୁଜା ସୁଲିଆ ଜଙ୍ଗଲରେ ଥିବା ଏକ ଫାର୍ମ ହାଉସରେ ରେଡ କରିଛି ଉଲୁଣ୍ଡା ପୋଲିସ । ରେଡ ବେଳେ ବିପୁଳ…
ଭୁବନେଶ୍ୱର: ଛେନପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଖୁବ ଶୀଘ୍ର ମିଳିବ ଭୌଗୋଳିକ ସୂଚକ, GI ଟ୍ୟାଗ୍ । ଏ ନେଇ ପଥ ପରିସ୍କାର ହୋଇଛି । ଛେନାପୋଡ଼…
ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ରାସ୍ତାରୋକ। ଗାଡ଼ି ମୋଟର ଚଳାଚଳ ବନ୍ଦ । ହିନ୍ଦୋଳ ବ୍ଲକ ପାଟଲା ଗ୍ରାମର ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ। ସାତମାଇଲ ଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଚାରିଟା ଦାବି ନେଇ ଆନ୍ଦୋଳନ କରୁଛନ୍ତି…
ଯାଜପୁର : ସ୍ତ୍ରୀ ରଚିଥିଲା ସ୍ବାମୀ ହତ୍ୟାର ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ…
ଉମରକୋଟ : ବାପା କରିଥିଲା ହତ୍ୟା । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ…
ଭୁବନେଶ୍ବର: କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ…
ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ…