September 30, 2026

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ୩ ଦିନ ମାଗଣା ପ୍ରବେଶ

ପୁରୀ : ୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ…

ରବି ଫସଲର MSP ବଢ଼ାଇଲା କେନ୍ଦ୍ର

ଭୁବନେଶ୍ବର: ରବି ଫସଲ ପାଇଁ ବଢ଼ିଲା MSP|| ଚାଷୀଙ୍କୁ କେନ୍ଦ୍ରର ବଡ଼ ଉପହାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି । ଗହମ,…

ଜମି ବେପାର ନାଁରେ ୩ କୋଟି ଠକେଇ, ଟଙ୍କା ମାଗିବାରୁ ମିଳୁଛି ହତ୍ୟା ଧମକ

ଭୁବନେଶ୍ବର: ଜମି ବେପାର ନାଁରେ ୩ କୋଟି ଠକେଇ ଅଭିଯୋଗ । ବ୍ୟବସାୟ କରିବା କହି ନେଇଗଲେ ୩ କୋଟି । ମୂଳ ଟଙ୍କା ମାଗିଲେ ଆସୁଛି ଜୀବନରେ ମାରିଦେବାର ଧମକ । ଏଭଳି ଅଭିଯୋଗ ନେଇ ପାରାଦୀପ ଅଭୟଚାନ୍ଦପୁର୍ ଥାନାର…

ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ, ମଲଗୁଡ଼ିକରେ ଫାୟାର ସେଫ୍ଟି ବିଭାଗର ଯାଞ୍ଚ

ଢେଙ୍କାନାଳ: ଢେଙ୍କାନାଳ ସହରର ବିଭିନ୍ନ ସପିଙ୍ଗ ମଲ୍ ଉପରେ ଫାୟାର ସେଫଟି ମେଜର ଯାଞ୍ଚ । ଓଡିଶା ସରକାରଙ୍କ ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା ମାଧ୍ୟମରେ ଫାୟାର ସେପ୍ଟି ମେଜର ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ସହର ମଧ୍ୟରେ…

ସୁଧୁରୁଛି ଓରାଙ୍ଗଉଟାନଙ୍କ ସ୍ୱାସ୍ଥାବସ୍ଥା, ସୁହାଉଛି ଓଡ଼ିଶା ଜଳବାୟୁ, ବଢ଼ୁଛି ଓଜନ

ଭୁବନେଶ୍ବର: ଓରାଙ୍ଗଉଟାନଙ୍କୁ ସୁଟ କରୁଛି ଓଡ଼ିଶା ଜଳବାୟୁ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ…

ଚାଲାଣ ବେଳେ ଯୋଗାଣ ବିଭାଗର ଆକ୍ସନ, ଗ୍ୟାସ ସିଲିଣ୍ଡର ବୋଝେଇ ୨ ମିନି ଟ୍ରକ ଜବତ

ଭୁବନେଶ୍ବର: ମିନି ଟ୍ରକରେ ଚୋରାରେ ଗ୍ୟାସ ସିଲିଣ୍ଡର ଚାଲାଣ । ଯୋଗାଣ ବିଭାଗର ଚଢ଼ାଉ । ପାହାଳରେ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଟି ମିନି ଟ୍ରକ ଜବତ କଲେ ଯୋଗାଣ ବିଭାଗ ଅଧିକାରୀ । ପାହାଳ ଥାନା ଅଞ୍ଚଳରୁ ଜବତ କରି…

ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି, ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ

ଭୁବନେଶ୍ବର: ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି । ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଆଉ ପାଦେ ଆଗକୁ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତ୍ରୁଟିମୁକ୍ତ…

SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: କଟକ SCBରେ ରୋଗୀଙ୍କ ମୃତ୍ୟୁ, ମାଡ଼ ଅଭିଯୋଗ । ଚିକିତ୍ସା ପାଇଁ ଆସିଥିଲେ, ମୃତ୍ୟୁ ପରେ ଉଠିଲା ପ୍ରଶ୍ନ । SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ…

ଝାଡ଼ାବାନ୍ତି ସଚେତନତା ଆଳରେ ଦେଢ଼ କୋଟି ଟଙ୍କାର ଠକେଇ, ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମର ତନାଘନା ଆରମ୍ଭ

ଯାଜପୁର: ଝାଡ଼ାବାନ୍ତି ସଚେତନତା ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ହରିଲୁଟ ଅଭିଯୋଗର ତନାଘନା ତଦନ୍ତ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଁଚିଲେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମ । ଅତିରିକ୍ତ ନିର୍ଦେଶକ ଡ. ପାଇକରାୟଙ୍କ ନେତୃତ୍ୱରେ ଏକ ଚାରିଜାଣିଆ ଟିମ୍…

ବାଇକ ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ବାଇକ୍ ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଇକ୍, ଆନୁଷଙ୍ଗିକ ସାମଗ୍ରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶୋ’ରୁମ୍ ଭିତରେ ଏକ…