ନୂଆପଡ଼ା ଜିଲ୍ଲାର ଭାବେ ଦାୟିତ୍ୱଗ୍ରହଣ କଲେ ଅନ୍ୟା ଦାସ
ନୂଆପଡ଼ା: ଅନ୍ୟା ଦାସ ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଆନୁଷ୍ଠାନିକ ଭାବରେ ଦାୟିତ୍ୱଗ୍ରହଣ କରିଛନ୍ତି। ସେ ଗତକାଲିଠାରୁ ନୂଆପଡ଼ାରେ ପହଞ୍ଚିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ରଇତଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେଇଛନ୍ତି।…