October 2026

ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ

ଭଦ୍ରକ: ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି…

ବାଇକକୁ ଧକ୍କା ଦେଲା ବସ୍, ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍-ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳଗଡା ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିବାବେଳେ ନାନ୍ଦୋଳନଗଡ଼ାରେ ଧକ୍କା ଦେଇଥିଲା ବସ୍ ।…

କ୍ଷମତା ପାଇଁ ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ !

ପାକିସ୍ତାନ: ପାକିସ୍ତାନରେ ପୁଣି ରାଜନୈତିକ ସଙ୍କଟ । ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍ । କ୍ଷମତା ହାତେଇବା ପାଇଁ ”ଭାଗ ଭାଗ କରିବାକୁ ଚାହୁଁଛନ୍ତି ମୁନିର । ପାକିସ୍ତାନର ପ୍ରକୃତ କ୍ଷମତାଧାରୀ ତଥା ସେନାମୁଖ୍ୟ ଫିଲ୍ଡ ମାର୍ଶାଲ…

ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେଙ୍କୁ ପାଇବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଆଇନଜ୍ଞ ଓ ମାନବାଧିକାର କର୍ମୀ ନାଭାନେଥେମ୍ ନାଭି ପିଲ୍ଲେଙ୍କୁ ମନୋନୀତ କରାଯାଇଛି । ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ଏବଂ ଯୁଦ୍ଧ ଅପରାଧର…

ବୋଲେରୋକୁ ଧକ୍କା ଦେଲା ଟ୍ରଲର, ଚାଲିଗଲା ୭ ଜୀବନ

ଗୁଜୁରାଟ: ଗୁଜୁରାଟର କଚ୍ଛ ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖାଭଡା ସୋଲାର ପାର୍କ ଅଞ୍ଚଳରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି ।…

ସ୍ମିତ ମଚ୍ଛାରଙ୍କୁ ସର୍ବୋଚ୍ଚ ସାହସିକତା ପୁରସ୍କାରରେ ସମ୍ମାନିତ କରିବ ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା…

ଭାରତୀୟ IT କର୍ମଚାରୀଙ୍କୁ ଝଟକା,  ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା

ଆମେରିକା: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା । TCS, ଇନଫୋସିସ ସମେତ ୮ ବଡ଼ କମ୍ପାନୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଆମେରିକାରେ କାମ କରୁଥିବା ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଲା । ଭିସା ଓ…

ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପି ନିଜର ଦବଦବା ବଜାୟ ରଖି ନନ୍ଦୀଗ୍ରାମ ଏବଂ ମୁସଲିମ ବହୁଳ ରେଜିନଗର ଆସନରେ ଐତିହାସିକ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଦଳ ନନ୍ଦୀଗ୍ରାମରେ ୧.୨୨ ଲକ୍ଷରୁ ଅଧିକ ଭୋଟ୍‌ର ରେକର୍ଡ ବ୍ୟବଧାନରେ…

ୟୁପିଆଇ ପେମେଣ୍ଟକୁ ନେଇ ବଡ଼ ଅପ୍‌ଡେଟ୍, ୨୦୨୭ ମସିହା ଜାନୁଆରୀ ପହିଲାରୁ ଲାଗୁ ହୋଇପାରେ ଏମ୍‌ଡ଼ିଆର୍

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ବଡ଼ ଅପ୍‌ଡେଟ୍। ଘୁଞ୍ଚିବ UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ। ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି।…

CJP ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ୨୩ ହଜାର ଯବାନ ମୁତୟନ, ଆନ୍ଦୋଳନରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ରାଜଧାନୀରେ ବଡ଼ ପ୍ରତିବାଦ! ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରେଇ ରହିବାକୁ ପରାମର୍ଶ, ବସ୍‌ରୁ PG ହଷ୍ଟେଲ୍‌ ପର୍ଯ୍ୟନ୍ତ ପୋଲିସର କଡ଼ା ନଜର। ଦିଲ୍ଲୀରେ ଆନ୍ଦୋଳନକୁ ରୋକିବା ପାଇଁ ପ୍ରସ୍ତୁତି ଜୋରଦାର! ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥା, ରାସ୍ତାରେ ପୋଲିସର ନଜର,…