October 2026

ଇଣ୍ଡୋନେସିଆ ଫେରିଯିବେ ୫ ଓରାଙ୍ଗଉଟାନ !

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ (Orangutans) ଶାବକ ଖୁବ୍‌ଶୀଘ୍ର ନିଜ ଦେଶ ଇଣ୍ଡୋନେସିଆକୁ ଫେରିଯିବେ। ବର୍ତ୍ତମାନ ଏହି ବିରଳ ବନ୍ୟପ୍ରାଣୀମାନେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଯତ୍ନରେ ଅଛନ୍ତି। ଜାକର୍ତ୍ତାରେ ଥିବା ଭାରତୀୟ…

ଖୋଲିଲା କଳିଙ୍ଗ ଷ୍ଟୁଡିଓ: ସ୍ନୋ-ପାର୍କ, 3D ମୁଭି ଓ ଭୂତ ବଙ୍ଗଳାର ମଜା ନେବେ ଦର୍ଶକ

ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅନ୍ତ। ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓର ଦ୍ୱାର। ଏଠାରେ ବୁଲିବା ସହ ସ୍ନୋ-ପାର୍କ, 3D ମୁଭି…

ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୭ତମ ଶହୀଦ ସ୍ମୃତି ଦିବସ ପାଳିତ; ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର:ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ…

ବିଜୟା ଦଶମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା

ପୁରୀ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପବିତ୍ର ବିଜୟାଦଶମୀ ଅବସରରେ ସେ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିଛନ୍ତି। ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦର୍ଶନ…

୨୮ରେ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ରାଇରଙ୍ଗପୁର : ରାଇରଙ୍ଗପୁରବାସୀଙ୍କୁ ପୂଜା ଭେଟିଦେଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ମିଳିଛି ମଞ୍ଜୁରୀ।…

ଜେଲରୁ ମୁକୁଳିବେ ସିଜେପିର ଦୁଇ ନେତା, ପୋଲିସର ଆବେଦନ ଖାରଜ

ନୂଆଦିଲ୍ଲୀ: ତିହାର ଜେଲରୁ ମୁକୁଳିବେ ସୌରଭ ଓ ଆଶୁତୋଷ । ସିଜେପିର ଦୁଇ ପ୍ରମୁଖ ଚେହେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମନ୍ଦିର ମାର୍ଗର ସ୍ପେଶାଲ୍ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ । ଦୁଇ ନେତାଙ୍କ ନ୍ୟାୟିକ ହେପାଜତକୁ ନେଇ…

୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟ: ଅମିତ ଶାହ

ନୂଆଦିଲ୍ଲୀ: ଦେଶକୁ ନିଶାଦ୍ରବ୍ୟର କବଳରୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ବଡ଼ ଲକ୍ଷ୍ୟ। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଡ୍ରଗ୍ସମୁକ୍ତ କରିବା ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ସବୁ ରାଜ୍ୟର ପୋଲିସ…

ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ। ସେ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ। ଏନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଏବଂ ସଂଯୋଜକ ଅଭିଜିତ୍ ଦୀପକେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳର ସହ-ସଂଯୋଜକ ଆଶୁତୋଷ ରାଙ୍କା…

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରି ହୋଇଥିବା ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଲା ପୋଲିସ । ୩୧ ଯାଏଁ ପୋଲିସ ରିମାଣ୍ଡରେ ୩ ଅଭିଯୁକ୍ତ । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୩୧…

ପିକଅପ୍ ଭ୍ୟାନ୍ ଚଢ଼ାଇ ୨ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକ: ମୋବାଇଲ୍ ପାଇଁ ମର୍ଡର । ମୋବାଇଲ୍ କୁ କେନ୍ଦ୍ର କରି ଝଗଡ଼ା । ପରେ ପିକଅପ୍ ଭ୍ୟାନ୍ ମାଡ଼ିଦେଇ କର୍ଣ୍ଣାଟକରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ସୋମବାର ସନ୍ଧ୍ୟାରେ କର୍ଣ୍ଣାଟକ ମାଙ୍ଗାଲୁରୁର ଏକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ…