ହିଞ୍ଜିଳିରେ ନବୀନଙ୍କ ଫସଲ କ୍ଷୟକ୍ଷତି ସମୀକ୍ଷା

ହିଞ୍ଜିଳିକାଟୁ: ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ସ୍ଥିତ ମହାତ୍ମାଗାନ୍ଧୀ ଖେଳ ପଡ଼ିଆଠାରେ ଦିନ…

୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର : ୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। ଏହି ବର୍ଷ ସୁଭଦ୍ରା ଯୋଜନାରେ ମାଲେମାଲ ହେବେ ମହିଳା। କାରଣ ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।…

ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ ବିଧାୟିକା, ଅବସ୍ଥା ଗୁରୁତର

ତ୍ରିଭେନ୍ଦ୍ରମ : ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ କଂଗ୍ରେସ ବିଧାୟିକା। ମାତ୍ର ହଠାତ୍‌ ଘଟିଲା ଅଘଟଣ । ଷ୍ଟାଡିୟମ ଗ୍ୟାଲେରିରୁ ତଳକୁ ଖସି ପଡ଼ିଲେ ବିଧାୟିକାଜଣକ । ଏପରି ଏକ ଘଟଣା କେରଳରେ ଘଟିଛି। ଗୁରୁତର ବିଧାୟିକାଜଣକ ହେଉଛନ୍ତି…

କୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା, ୧୫୦ ଟ୍ରେନ ବାତିଲ

ନୂଆଦିଲ୍ଲୀ : ଜାରି ରହିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ଆଜି ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଭଳି ସଂଗଠନ ପକ୍ଷରୁ ଆଜି ପଞ୍ଜାବରେ ରାଜ୍ୟବ୍ୟାପୀ ବନ୍ଦ ଡାକରା…

କେଜ୍ରିୱାଲଙ୍କ ବଡ଼ ଘୋଷଣା; ଆପ୍ ଜିତିଲେ ମନ୍ଦିର ପୂଜକଙ୍କୁ ଦେବ ମାସିକ ୧୮ ହଜାର ଦରମା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ସରକାର ଆରମ୍ଭ କରିଥିବା ମହିଳା ସମ୍ମାନ ଯୋଜନାକୁ ନେଇ ବିବାଦ ଥମି ନଥିବାବେଳେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର…

ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭିଏତନାମ ଗସ୍ତ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ…

ହାଇଦ୍ରାବାଦ ଦଳାଚକଟା ଘଟଣା: ‘ଆଇନ ଆଗରେ ସମସ୍ତେ ସମାନ’ କହିଲେ ପୱନ କଲ୍ୟାଣ

ହାଇଦ୍ରାବାଦ : ହାଇଦ୍ରାବାଦ ସାନ୍ଧ୍ୟା ଥିଏଟର ଦଳାଚକଟା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନାହିଁ। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନେତା ଓ ଅଭିନେତାମାନେ ନିଜ ନିଜ ପ୍ରତିକ୍ରିୟା ରଖୁଥିବାବେଳେ ଅଭିନେତାରୁ ନେତା ପାଲଟିଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏହି…

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି…

୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ, ୨ ବିଶିଷ୍ଟ ବ୍ୟକ୍ତି ପାଇବେ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନ

ଭୁବନେଶ୍ଵର: ଦିଲ୍ଲୀ, ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂଗଠନ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜାନୁଆରୀ ୩ ତାରିଖରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫…

ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ବର : ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଘଟିଛି। ମୃତା ଯୁବତୀଜଣକ ହେଲେ ସୋନାଲି ସଂଘମିତ୍ର ପରିଡ଼ା । ସୋନାଲୀ ପ୍ରାୟ ୩ ବର୍ଷ…