ମଣିପୁରରେ ଶାନ୍ତିର ଆଲୋକ ! ମୈତେଇ ଓ କୁକି ପ୍ରତିନିଧିଙ୍କ ସହ ଆଲୋଚନା କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଦୁଇ ସଂପ୍ରଦାୟ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଚାଲିଥିବା ହିଂସା ମଧ୍ୟରେ ଏହି ବୈଠକ ଶାନ୍ତି ପାଇଁ ଏକ ଆଶାର…