ନିଗମାନନ୍ଦ ସମ୍ମିଳନୀ ବେଳେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ମେଦିନପୁର ବୋଲି ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା…

ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନ ଆରମ୍ଭ କରିବ ଇସ୍ରୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଡିସେମ୍ବର ୩୦ ତାରିଖ ସୋମବାର ନିଜର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ସ୍ପେଡେକ୍ସ ଉତକ୍ଷେପଣ କରିବ। ଏକ ସାକ୍ଷାତକାରରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋର ବର୍ଷ ଶେଷ…

ପ୍ରବଳ ବରଫପାତ ଯୋଗୁ କାର୍ଗିଲରେ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ, ଜାତୀୟ ରାଜପଥ ବନ୍ଦ

ନୂଆଦିଲ୍ଲୀ : କାର୍ଗିଲରେ ପ୍ରବଳ ତୁଷାରପାତ ଯୋଗୁଁ କାର୍ଗିଲରେ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ କାର୍ଗିଲରୁ ଶ୍ରୀନଗରକୁ ସଂଯୋଗ କରୁଥିବା ଦୁଇଟି ରାଜପଥ ଜାତୀୟ ରାଜପଥ-୦୧ ଏବଂ କାର୍ଗିଲରୁ ଜାନସ୍କରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୩୦୧କୁ ବନ୍ଦ କରି…

ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର

ମୁମ୍ବାଇ : ଅଭିନେତ୍ରୀଙ୍କ କାର ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୁମ୍ବାଇର କାଣ୍ଡିଭଲିରେ। ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କାର ଧକ୍କାରେ…

ମୁମ୍ବାଇ ଓ ନଭିମୁମ୍ବାଇ ପରେ ଏବେ ଭାରତ ଦେଖିବ ତୃତୀୟ ମୁମ୍ବାଇ, ଫଡନବୀଶ କହିଲେ କେମିତି ଦେଖାଯିବ ନୂଆ ସହର

ମୁମ୍ବାଇ ୨୮।୧୨: ମୁମ୍ବାଇ ଓ ନଭି ମୁମ୍ବାଇ ପରେ ଏବେ ଦେଶରେ ହେବ ତୃତୀୟ ମୁମ୍ବାଇ ସହର। ନଭି ମୁମ୍ବାଇ ସଲଗ୍ନ ରାୟଗଡ଼ରେ ନୂଆ ସହରର ନିର୍ମାଣ ହେବ, ଯାହାଦ୍ୱାରା ମୁମ୍ବାଇ ଓ ନଭିମୁମ୍ବାଇ ଉପରେ ବଢୁଥିବା ଜନସଂଖ୍ୟାର ବୋଝ ହ୍ରାସ…

ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି

ନୂଆଦିଲ୍ଲୀ : ଡିସେମ୍ବର ମାସରେ ଅଦିନିଆ ବର୍ଷା ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ସଫଦରଜଙ୍ଗରେ ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀ…

ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ଜାଗା ଦେବେ ସରକାର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସରକାର ଜାଗା ଯୋଗାଇ ଦେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ଏ ସଂକ୍ରାନ୍ତରେ…

୨୦୨୩-୨୪ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ

ନୂଆଦିଲ୍ଲୀ : ୨୦୨୩-୨୪ ବର୍ଷରେ ଭାରତରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ୨୦୨୩-୨୪ ବର୍ଷରେ ସର୍ବଭାରତୀୟ କୋଇଲା ଉତ୍ପାଦନ ୯୯୭.୮୨୬ ନିୟୁତ ଟନ୍ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୯୩.୧୯୧ ନିୟୁତ ଟନ୍ ଥିଲା ଏବଂ ଏଥିରେ ପ୍ରାୟ ୧୧.୭୧ ପ୍ରତିଶତ…

ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି

ହାଇଦ୍ରାବାଦ : ବଢ଼ିଲା ତେଲଙ୍ଗାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଅଡୁଆ। ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଇଡି ବିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ କେଟି ରାମା ରାଓଙ୍କୁ ସମନ ଜାରି କରିଛି। ୨୦୨୩ରେ…

ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଡ଼ୁଆରେ ଆମ୍ ଆଦମୀ ପାର୍ଟି ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିବା ‘ମହିଳା ସମ୍ମାନ ଯୋଜନା’ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ବିନୟ କୁମାର…