ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଭୁବନେଶ୍ବର : ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ । ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ…
ଭୁବନେଶ୍ବର : ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ । ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ…
କଟକ : ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ…
ଭୁବନେଶ୍ୱର ୨୬।୧୨ : ବିଜେଡି ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ସୁପ୍ରିମୋ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ…
ଭୁବନେଶ୍ବର ୨୬।୧୨: ବିଜେଡ଼ିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପରାଜୟର କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ…
ଭୁବନେଶ୍ବର : ବିଜେଡ଼ି ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ । ବିଜେଡିର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି…
ନୂଆଦିଲ୍ଲୀ : ଏଥର ବି ବିଜେପିର ପକେଟ୍ ଗରମ। ଚାନ୍ଦା ଆକାରରେ ପାଇଛି ପୁଳାପୁଳା ଟଙ୍କା। ବିରୋଧୀଙ୍କୁ ବହୁତ ପଛରେ ପକାଇଛି ଶାସକ ଦଳ। ପୂର୍ବ ବର୍ଷ ଅପେକ୍ଷା ବିଜେପିର ଖାତାକୁ ଏଥର ଆସିଛି ତିନି ଗୁଣ ଅଧିକ ପାଣ୍ଠି। ନିର୍ବାଚନ…
ଢାକା ୨୬।୧୨: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମୌଳବାଦୀ ଲଗାତାର ଭାରତ ବିରୋଧରେ ଜହର ଉଦଗାରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ପୂର୍ବରୁ ନଷ୍ଟ ହୋଇସାରିଛି ହେଲେବି ପଡୋଶୀ ଦେଶର ଜିହାଦୀ ମାନସିକତାର ଲୋକଙ୍କ ଉଦ୍ଦେଶ୍ୟ ଭାରତଠୁ ପ୍ରତିଶୋଧ ନେବେ।…
କାବୁଲ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ…
ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା। ୨୦୨୪ ଲୋକସଭା ନିର୍ବାଚନ ପାଇଁ…
ହାଇଦ୍ରାବାଦ : କମୁନି ପୁଷ୍ପ ରାଜ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ…