୩୬ବର୍ଷ ପରେ ଭାରତରେ ଉପଲବ୍ଧ ‘ଦ ସାଟାନିକ ଭର୍ସେସ୍’
ନୂଆଦିଲ୍ଲୀ: ସଲମନ ରୁଶ୍ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି। ବହିର ମୂଲ୍ୟ ୧୯୯୯ ଟଙ୍କା। ପୁସ୍ତକ ବହୁଳ ମାତ୍ରାରେ ବିକ୍ରି…
