ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍…

ଭାରତର ଏହି ସହରରେ ଖୋଲିବ ଟେସଲା’ର ପ୍ରଥମ ଶୋ’ ରୁମ !

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍‌ କମ୍ପାନୀ ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନୀର ପ୍ଲାଣ୍ଟ ନୁହେଁ, ବରଂ ସିଧାସଳଖ ଡିଲରଶିପ ବା ଶୋ’ରୁମ…

କାନପୁର ନିର୍ମିତ ପାରାଶୁଟ ବ୍ୟବହାର କରିବେ ବାୟୁସେନାର ଲଢୁଆ ପାଇଲଟ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢ଼ୁଆ ପାଇଲଟମାନଙ୍କ ପାଇଁ ଏଣିକି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ପାରାଶୁଟ ମଗାଇବାକୁ ପଡ଼ିବ ନାହିଁ। କାନପୁର ଅର୍ଡନାନ୍ସ ପାରାଶୁଟ ଫ୍ୟାକ୍ଟ୍ରି(ଓପିଏଫ) ତେଜସ ବିମାନର ପାଇଲଟମାନଙ୍କ ପାଇଁ ପାରାଶୁଟ ତିଆରି କରୁଛି। ବର୍ତ୍ତମାନ ଭାରତୀୟ…

ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ : ଦେଶରେ ଥିବା ପୂଜାସ୍ଥଳୀ ଆଇନ ସମ୍ପର୍କିତ ମାମଲା ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଶର ସମସ୍ତ ଅଦାଲତ ବର୍ତ୍ତମାନର ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ସର୍ଭେ ଆଦେଶ ସମେତ କୌଣସି ପ୍ରଭାବଶାଳୀ ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଜାରି…

ରୋଗୀ ଦେଖାରେ ବ୍ୟସ୍ତ ଥିବା ଡାକ୍ତରଙ୍କୁ ବୋକା ବନାଇ ୭୫ ହଜାର ନେଇଗଲେ ସାଇବର ଠକ

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ତାଙ୍କ ଆକାଉଣ୍ଟରୁ ଚାଲି ଯାଇଛି ୭୫ ହଜାର ଟଙ୍କା। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମାଧବ ସେଠୀ ସହିତ। ଘଟଣାଟି ଗତ ୧୦ ତାରିଖରେ…

ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ NRC ଦରକାର: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର : ବିଜେଡି ଇତିହାସ ଶେଷ ହୋଇଯିବ କହିଲେ ଆସାମ ମୁଖ୍ୟମନ୍ତ୍ରୀ। ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ବୟାନ ଦେଇଛନ୍ତି। ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ। ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ସେ…

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ !

ନୂଆବର୍ଷରେ ବଦଳିବେ ରାଜ୍ୟ ବିଜେପି ମୁଖିଆ! ଏପରି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତୋମର କହିଛନ୍ତି, ଜାନୁଆରୀ ମାସରେ ହେବ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ। ସେ କହିଛନ୍ତି,…

ସାମ୍ବାଦିକଙ୍କ ପେନସନ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ।…

ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି

ମହାରାଷ୍ଟ୍ରର ଇଭିଏମ୍ ବିରୋଧରେ ଲଢ଼େଇ ବର୍ତ୍ତମାନ ଗ୍ରାମ କମିଟିସ୍ତରରେ ପହଞ୍ଚିଛି। ନିର୍ବାଚନରେ ମିଳିଥିବା ବଡ଼ ପରାଜୟକୁ ହଜମ କରିପାରୁନାହାନ୍ତି ବିରୋଧୀ। ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି ‘ଇଣ୍ଡିଆ’ ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ…

୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ସରିଲା ଶୀତକାଳୀନ ଅଧିବେଶନ । ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଗତ ନଭେମ୍ବର ୨୬ରେ ଆରମ୍ଭ ହୋଇଥିଲା ବେଳେ ଆଜି ଶେଷ ହୋଇଛି । ଆହୁରି ୨୦ ଦିନ ବାକି ଥିବା ବେଳେ ଆଜି ଅଧିବେଶନର ୧୨ ତମ ଦିନରେ…