କରୋନାରେ ମୃତ କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ: ହାଇକୋର୍ଟ

କଟକ: ଡ୍ୟୁଟିରେ ଥାଇ କରୋନା ସଂକ୍ରମିତ ହେବା ସହିତ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ବିଧବା ପତ୍ନୀଙ୍କୁ ୬ ମାସ ଭିତରେ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେନକାରୀଙ୍କୁ…

କ୍ଷମା ସହ ପ୍ରତ୍ୟର୍ପଣ ହେବେ ୭୮ ବାଂଲାଦେଶୀ

ପାରାଦୀପ: କୋଷ୍ଟଗାର୍ଡ ପକ୍ଷରୁ ୭୮ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ଘଟଣା । ଆଜି ପାରାଦୀପ ଥାନାରେ ଆସି ପହଁଚିଛନ୍ତି ସମସ୍ତ ବାଙ୍ଗଲାଦେଶୀ । ହେଲେ ସେମାନଙ୍କ ବିରୋଧରେ ହେବନି ମାମଲା ରୁଜୁ । ସେମାନଙ୍କୁ କ୍ଷମା ସହ ପ୍ରତ୍ୟର୍ପଣ କରାଇବ…

ଜଗଦୀପ ଧନଖଡ଼ ହେଉଛନ୍ତି ସରକାରଙ୍କର ଜଣେ ବଡ଼ ମୁଖପାତ୍ର: ମଲ୍ଲିକାର୍ଜୁନ ଖଡଗେ

‘ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ଅପମାନିତ କରୁଛନ୍ତି। ସେ ଜଣେ ପ୍ରଧାନଶିକ୍ଷକ ଭଳି ସାଂସଦମାନଙ୍କୁ ପାଠପଢ଼େଇବାକୁ ଚେଷ୍ଟା କରୁଛନ୍ତି। ସେ ସରକାରଙ୍କ ମୁଖ୍ୟପାତ୍ର ଭଳି କାମ କରୁଛନ୍ତି। ସେ ହେଉଛନ୍ତି ସରକାରଙ୍କର ସବୁଠୁ ବଡ଼ ମୁଖପାତ୍ର। ରାଜ୍ୟସଭା ଚାଲି ନପାରିବାର…

ପ୍ରେମିକାକୁ ୬ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ପ୍ରେମିକ

ରାଉରକେଲା: ପ୍ରେମ ଯେତିକି ସୁନ୍ଦର। ଏହାର ସଠିକ୍‌ ପରିଚାଳନା କରି ନଜାଣିଲେ ତାଠାରୁ ଅଧିକ ଅସୁନ୍ଦର ହୋଇଯାଏ। ଏପରିକି ହିଂସା ଦିଗକୁ ମଧ୍ୟ ଗତିକରିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଆଜୀବନ ଦୁଇଟି ପରିବାରକୁ କନ୍ଦାଇ ଦେଇଥାଏ। ଇସ୍ପାତ ନଗର ରାଉରକେଲା…

ଡିସେମ୍ବର ୩୧ରେ ଛାତ୍ରଛାତ୍ରୀଙ୍କୁ ମିଳିବ ହାତ ଖର୍ଚ୍ଚ

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ଶେଷରେ ଏହି ହାତ ଖର୍ଚ୍ଚ ମିଳିବ । ଏନେଇ ବରଗଡ଼ ଘେଁସରେ ରାଜ୍ୟସ୍ତରୀୟ…

ସଂସଦ ଚାଲିବା ଜରୁରୀ କହିଲେ ରାହୁଲ; କଟାକ୍ଷ କଲା TMC

ଇଣ୍ଡିଆ ମେଣ୍ଟର କମାଣ ସମ୍ଭାଳିବାକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଭିତରେ ବାକ୍ ଯୁଦ୍ଧ ଜାରି ରହିଛି। ଆଉ ଦୁଇ ଦଳ ମଧ୍ୟରେ ବିବାଦ ଏବେ ସଂସଦରେ ମଧ୍ୟ ତେଜିବାକୁ ଲାଗିଲାଣି। ଆଦାନୀ ସମେତ ବିଭିନ୍ନ…

ଧାନ କିଣା ପ୍ରକ୍ରିୟାରେ ବିଳମ୍ବ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଲା ପକାଇଛନ୍ତି ଚାଷୀ

ବରଗଡ଼: ଚାଲିଛି ହୋହାଲ୍ଲା, କଥା କଟାକଟି ଏହାରି ଭିତରେ ଅଫିସରେ ବସିଥିବା ଅଫିସରଙ୍କୁ ତାଲା ପକାଇଥିଲେ ଉତ୍ତେଜିତ ଚାଷୀ । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ । କାରଣ ଥିଲା…

ବିଧାନସଭାରେ ଓ୍ବାଲଟିୟର ଝଡ, କେଭି କହିଲେ, ‘ଓଡିଶାରୁ ଇଞ୍ଚିଏ ବି ଯିବନି’

ଭୁବନେଶ୍ବର: ବିଧାନସଭାରେ ୱାଲଟିଅର ଝଡ । ସମାଲୋଚନା କଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ, ସିଧା ସିଧା ଝାଡି ଦେଲେ ଉପମୁଖ୍ୟମନ୍ତ୍ରୀ । ଓ୍ବାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗକୁ ନେଇ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା, ୪ ଜଣଙ୍କ ନାଁରେ ଏତଲା

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା। ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାରପତିଙ୍କ ନାଁରେ ବି କର୍ଣ୍ଣାଟକରେ ଏଫଆଇର ରୁଜୁ ହୋଇଛି।…

ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି

ଭୁବନେଶ୍ୱର : ବିଧାନସଭାରେ ଆସ୍କା ASKA – 40କୁ ନେଇ ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ । ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା…