ଶ୍ରୀମନ୍ଦିର ଜଗିବେ ସ୍ବତନ୍ତ୍ର ବାଟାଲିୟନ, ସିଧା ନିଯୁକ୍ତି ପାଇବେନି ସୁରକ୍ଷା ବାହିନୀ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଥିବା ବେଳେ ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ବିରୋଧର ନୂଆ ଷ୍ଟାଇଲ୍‌, ରାଜନାଥଙ୍କୁ ଗୋଲାପ ଦେଲେ ରାହୁଲ

ଟି-ଶାର୍ଟ, ବ୍ୟାଗ୍‌ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ନୂଆ ଷ୍ଟାଇଲ୍‌ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଇଛନ୍ତି ଗୋଲାପ ଫୁଲ।…

ରାଜ୍ୟରେ ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା, ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ

ଭୁବନେଶ୍ୱର : ରାଜ୍ୟର ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା…

ଆଳୁ ପାଇଁ ଖର୍ଚ୍ଚ ହୋଇଛି ୬୪ କୋଟି, ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ଭୁବନେଶ୍ବର: ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମି ଆଳୁ ଚାଷ କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଆଳୁ ଗଚ୍ଛିତ ରଖିବା ପାଇଁ ଶୀତଳ…

ମଦ ଦୁର୍ନୀତି ମାମଲା: ସୁପ୍ରିମକୋର୍ଟରୁ ସିସୋଦିଆଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ଜାମିନ ସର୍ତ୍ତ ବଦଳାଇବାକୁ ମନୀଷ ସିସୋଦିଆ…

ସ୍ତ୍ରୀର ସବୁ ସମ୍ପତ୍ତି ନେଇ ସ୍ୱାମୀ ଫେରାର, ପିଲାକୁ ଧରି ଥାନା ଦୁଆରେ ମହିଳା

ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ…

ଏସସିବି ଚାକିରି ବିକ୍ରି ମାମଲା: ଆଉ ୨ ଜଣ ଗିରଫ

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ…

ଦିଲ୍ଲୀରେ ଏକା ଲଢ଼ିବ ଆପ୍ : କେଜ୍ରିଓ୍ୱାଲ

ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍‌। ଦିନ ଯେତେ ପାଖେଇ ଆସୁଛି ରାଜନୈତିକ ମହଲରେ ସେତିକି ଚର୍ଚ୍ଚା ବଢ଼ୁଛି। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟା ହେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ…

ବାରଙ୍ଗରେ ଚାଞ୍ଚଲ୍ୟ: ପୁଅ ଆଗରେ ବାପାଙ୍କୁ ହତ୍ୟା

କଟକ: ପୁଅ ଆଗରେ ବାପାଙ୍କୁ ହତ୍ୟା । ବୀଭତ୍ସ ଭାବେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ କେନ୍ଦ୍ରାପଡା ପାଟଳିପଙ୍କ ଅଞ୍ଚଳର ତୋଫାନ ସାମଲ। ତୋଫାନ କଟକ ତ୍ରିଶୁଳିଆରେ ଏକ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ । ଗତକାଲି…

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍‌ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ।…