ପାରାଦୀପ :୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ

ପାରାଦୀପ : ୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ। କୋଷ୍ଟଗାର୍ଡ କର୍ମଚାରୀମାନେ ସମସ୍ତଙ୍କୁ ଜାହାଜରେ ପାରାଦୀପ ଆଣୁଛନ୍ତି । ସମୁଦ୍ର ସୀମା ଉଲଙ୍ଘନ କରି ଭାରତକୁ ପଶି ଆସିଛନ୍ତି ଏହି ବାଂଲାଦେଶୀ ମତ୍ସ୍ୟଜୀବୀ। ସନ୍ଧ୍ୟା ସୁଦ୍ଧା ସେମାନଙ୍କର ୨ଟି ବୋଟ…

ଆଜିଠୁ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ: ମଇଦାନରେ ୨୯ ଦେଶର ୩୦୦ରୁ ଅଧିକ ଖେଳାଳି

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ । କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆଜି ଠାରୁ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ପର୍ଯ୍ୟନ୍ତ…

ସଂସଦରେ ହଙ୍ଗାମା, ଆଦାନୀ-ମୋଦି ଭାଇ ଭାଇ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା

ସଂସଦରେ ଜାରି ରହିଛି ସଂଗ୍ରାମ। ଆଦାନୀ ପ୍ରସଙ୍ଗରେ ଉଠୁଛୁ ପଡୁଛି ସଂସଦର ଶୀତକାଳିନ ଅଧିବେଶନ। ବିରୋଧୀଙ୍କ ହଙ୍ଗାମା ଥମିବାର ନାଁ ଧରୁନାହିଁ। ଫଳରେ ଚାଲିପାରୁନି ଗୃହ। ଏହାରି ଭିତରେ ଓ୍ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ନିଆରା ଢ଼ଙ୍ଗରେ କରିଛନ୍ତି ବିରୋଧ। ସୋମବାର…

ଦାଦାନ ଖଟିବାକୁ ଯାଇ ଓମାନରେ ଓଡ଼ିଆ ଶ୍ରମିକ ମୃତ; ମୃତଦେହ ଆଣିବାକୁ ଉଦ୍ୟମ

ଭୁବନେଶ୍ବର: ବିଦେଶରେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି।‌ ପେଟ ପାଳିବା ପାଇଁ ଓମାନ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଠାରେ ଛାତ ଭୁଶୁଡ଼ି ପଡ଼ିବାରୁ ବିପିନ ବିହାରୀ ସ୍ବାଇଁଙ୍କ ମୃତ୍ୟୁ ହୋଇଛି। ତାଙ୍କର ମୃତଦେହ…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି…

ବଢ଼ିଲା ଜଷ୍ଟିସ ଯାଦବଙ୍କ ଅଡ଼ୁଆ: ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଦେଇଥିବା ବିବାଦୀୟ ବୟାନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ…

୧୦ ବର୍ଷରେ ପ୍ରାଣ ହରାଇଛନ୍ତି ୮୫୭ ହାତୀ, ବିଦ୍ୟୁତ ଆଘାତରେ ଯାଇଛି ୧୪୯ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଥ୍ୟ ଅନୁସାରେ, ୧୦ ବର୍ଷରେ…

ମିଶନ ଶକ୍ତି ମହିଳାଙ୍କ ଧାରଣା: ପ୍ରଭାତୀ କହିଲେ,‘ କାହା କଥାରେ ପଡି ରାସ୍ତାରେ ଗଡ ନାହିଁ’

ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର…

ଲାଲୁ କହିଲେ- ମମତାଙ୍କୁ ଦିଆଯାଉ ‘ଇଣ୍ଡି’ ମେଣ୍ଟର ଦାୟିତ୍ୱ

ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହେଲାଣି ଫାଟ। ଧୀର ଧୀରେ ଭାଗ ଭାଗ ହୋଇ ବିରୋଧର ସ୍ୱର ଉଠାଇଲେଣି ନେତା। ଲୋକସଭା ନିର୍ବାଚନ ଓ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟ ହୋଇ ହୋଇଛି। ଏହାପରେ ଇଣ୍ଡି ମେଣ୍ଟର ଦାୟିତ୍ୱ କଂଗ୍ରେସ…

ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା: ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର : ଆସନ୍ତା ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀ ଚିଲିକାର ଚାରିପଟେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି । ଏହି ଜଳାଶୟକୁ ନଭେମ୍ବର ସୁଦ୍ଧା ଓଡିଶା ଆସିଛନ୍ତି ୪…