ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରି ୮୫୫କୋଟିର କ୍ଷତି ସହିଲା ପିସିବି
ନୂଆଦିଲ୍ଲୀ: ଆୟୋଜକ ହୋଇ କ୍ଷତି ସହିଲା ପାକିସ୍ତାନ। ଲାଭ ଆଶା ରଖି ସହିଲା କ୍ଷତି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବହୁତ ଆଶା ଏବଂ ବଡ଼ ସ୍ୱପ୍ନ ସହିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ କରିଥିଲା। କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁଦେଶ…