ସୋନମ ୱାଙ୍ଗଚୁକଙ୍କ ଉପରୁ NSA କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୱାଙ୍ଗଚୁକଙ୍କ ଉପରୁ NSA ହଟିଲା । ମୁକ୍ତ ହେବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ହଟାଇଲେ NSA କଟକଣା । ୧୭୦ ଦିନ ପରେ ଜେଲରୁ ବାହାରିବେ ସୋନମ ୱାଙ୍ଗଚୁକ। ଲଦାଖର ଜଣାଶୁଣା ପରିବେଶବିତ୍ ଏବଂ…

ଭିସା ପାଇଁ ବିଦେଶୀ ନାଗରିକଙ୍କୁ ଆଉ ଦେବାକୁ ପଡିବନି ଜୋରିମାନା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି ।…

ଇରାନ ଆକ୍ରମଣରେ ଭାରତୀୟ ଇଞ୍ଜିନିୟର ମୃତ

ନୂଆଦିଲ୍ଲୀ : ଇରାନ ଆକ୍ରମଣରେ ଭାରତୀୟ ମୃତ । ଇରାନର ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଇଞ୍ଜିନିୟର ମୃତ୍ୟୁ ହୋଇଛି । ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାକର ବାସରା ବନ୍ଦର ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି…

ଇସଲାମାବାଦ ଏୟାରପୋର୍ଟରେ ଡ୍ରୋନ୍ ଆଟାକ କଲା ତାଲିବାନ, ପାକ୍ ସୈନ୍ୟ ନିହତ

ଇସଲାମାବାଦ : ଆମେରିକା, ଇସ୍ରାଏଲ ଏବଂ ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧରେ ନୂଆ ମୋର୍ଚ୍ଚା ଖୋଲିଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପାକଟିଆ ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପ୍ରତିଶୋଧ…

ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଧ୍ୱଂସ ହେଲା ଇରାନର ‘ଖାର୍ଗ ଦ୍ୱୀପ’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼…

ଇରାନ-ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କଲେ ପୁଟିନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ । ଇରାନ-ଆମେରିକା ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଟ୍ରମ୍ପ ଦେଲେ ବଡ଼ ସଙ୍କେତ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନକୁ…

ରାଜ୍ୟସଭା ନିର୍ବାଚନ ଲାଗି ୧୬ରେ ବିଧାନସଭା ବୈଠକ ବନ୍ଦ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି।…

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ-ଜୟନାରାୟଣ ମୁହାଁମୁହିଁ

ଭୁବନେଶ୍ଵର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଘୋଡ଼ା ବେପାର ନେଇ ଦୁଇ ନେତା ପରସ୍ପରକୁ ଆକ୍ଷେପ…

ଭୁବନେଶ୍ୱରରେ ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ନିଆରା ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ’ (EKA- The One) ଉଦ୍‌ଘାଟିତ ହୋଇଯାଇଛି। କଳାକାର ତଥା ସାମାଜିକ ଉଦ୍ୟୋଗୀ ଡ. ବୀଣା ଉନ୍ନିକ୍ରିଷ୍ଣନ୍‌ଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ତିନି…

କଟକରୁ ଭୁବନେଶ୍ୱର ପ୍ରତି ଅଧ ଘଣ୍ଟାରେ ଗଡ଼ିବ ନମୋ ଟ୍ରେନ: ରେଳମନ୍ତ୍ରୀ

ଭୁବନେଶ୍ୱର : ସଂସଦରେ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟ୍ରେନ…