ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ସୋର: ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ସ୍ତ୍ରୀର ମୃତଦେହ ଉଦ୍ଧାର । ଘର ପଛପଟୁ ସ୍ବାମୀର ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ଥାନା ମହାରୂଦ୍ରପୁରରେ ଅଭାବନୀୟ ଘଟଣା । ପାରିବାରିକ…

ଗ୍ୟାସ୍ ସଙ୍କଟ: ବନ୍ଦ ହେଲା ହୋଟେଲ, ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ

ଭୁବନେଶ୍ବର: ଗ୍ୟାସ ସଙ୍କଟ ଯୋଗୁଁ ଖାଦ୍ୟ ପ୍ଲେଟ୍ ଦାମ ବଢ଼ାଇଲେ ଜଳଖିଆ ଦୋକାନୀ । ପୂର୍ବରୁ ପ୍ଲେଟ ୨୦ ଟଙ୍କା ନେଉଥିଲେ, ଏବେ ନେଉଛନ୍ତି ୨୫ଟଙ୍କା । ଗ୍ୟାସ ଦାମ ବୃଦ୍ଧି କହି ଗ୍ରାହକଙ୍କଠାରୁ ୫ଟଙ୍କା ଅଧିକ ନେଉଛନ୍ତି ଦୋକାନୀ ।…

ଘରେ ପଶି ଲୁଟିନେଲେ ଏଲପିଜି ସିଲିଣ୍ଡର୍

ବାରଙ୍ଗ: ମାତିଲେ ଗ୍ୟାସ ଚୋର । ଘରୁ ଟେକିନେଲେ ସିଲିଣ୍ଡର୍ । ସିସିଟିଭିରେ କଏଦ ହେଲା ଚୋର କଳା କାରନାମା । ବାରଙ୍ଗ ଥାନା ବଛିପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଘରେ କେହି ନଥିବାର ସୁଯୋଗ ନେଇ ଦିହିପହରେ ଘରେ…

ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୭ ଆହତ

ରାୟଗଡ଼ା: ଓଲଟିଲା ପିକଅପ ଭ୍ୟାନ, ୨ ମୃତ । ୭ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା।…

ଜଳିଗଲା ଭେରାଇଟି ଷ୍ଟୋର: ଚାଲିଗଲା ବାପା-ପୁଅଙ୍କ ଜୀବନ

ବେଗୁନିଆ: ଜଳିଗଲେ ବାପା–ପୁଅ । ଦୋକାନ ଭିତରେ ଶୋଇଥିବାବେଳେ ଲାଗିଲା ନିଆଁ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସାନପଦର ଗାଁରେ ଅଘଟଣ ଘଟିଛି। ସାନପଦର ବଜାରରେ ବାପା–ପୁଅ ଚା ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ । ଉଭୟ ଦୋକାନ…

ଗରିଆପାଲି ଟ୍ରିପଲ ମର୍ଡର ଘଟଣା, ଅଭିଯୁକ୍ତ ମୃତ

ଦେବଗଡ଼: ଟ୍ରିପଲ ମର୍ଡରର ଅଭିଯୁକ୍ତ ମୃତ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇଛି । ଗତକାଲି ଗାଁ ପାଣି ଟାଙ୍କି ଉପରେ ଚଢି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଉଦ୍ଧାର…

୧୮ ଯାଏ ରାଜ୍ୟରେ ଝଡ଼ବର୍ଷା !, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ…

ଆସନ୍ତାକାଲି ରାଜ୍ୟସଭା ନିର୍ବଚନ: ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ, ମନ୍ତ୍ରୀମାନଙ୍କର ପାରାଦୀପରେ ମେଳି। ମଧ୍ୟରାତ୍ରୀରେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ…

ଗ୍ୟାସ୍ ସଙ୍କଟରୁ ମିଳିବ ମୁକ୍ତି, ଭାରତକୁ ଆସୁଛି ୨ ଟି LPG ଟ୍ୟାଙ୍କର

ନୂଆଦିଲ୍ଲୀ : ଭାରତରେ ଏଲପିଜି ସଙ୍କଟ ବଢୁଥିବା ମଧ୍ୟରେ ଏକ ବଡ଼ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି…

ମହଙ୍ଗା ହେଲା ବିମାନ ଭଡ଼ା, ଯାତ୍ରୀଙ୍କଠାରୁ ଫୁଏଲ ସରଚାର୍ଜ ଆଦାୟ କରିବ ଆକାସା ଏୟାର

ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଆକାସା ଏୟାର୍ ବିମାନର ଟିକେଟ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପ୍ରତ୍ୟେକ ସିଟ୍ ପାଇଁ ଯାତ୍ରୀଙ୍କଠାରୁ ୧୯୯ଟଙ୍କାରୁ ୧୩୦୦ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରିବ ବୋଲି…