ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇ ନବୋଦୟ ବିଦ୍ୟାଳୟରେ ବ୍ୟାପିଥିଲା ଜଣ୍ଡିସ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଖୋର୍ଦ୍ଧା : ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ । ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣି ବ୍ୟବହାରରୁ ଛାତ୍ରଙ୍କୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ…