ୱେଭ୍ ରାଇଡର୍ସଙ୍କ ସମୁଦ୍ର ପହଁରା ଅଭିଯାନ, କମାଲ ଦେଖାଇଲେ ଓଡ଼ିଆ ପହଁରାଳି
ମୁମ୍ବାଇ: ରବିବାର ଦିନ ୱେଭ୍ ରାଇଡର୍ସ ସଂଗଠନ ଦ୍ୱାରା ଆଲିବାଗ ନିକଟସ୍ଥ କାସା ଖଡକ୍ ଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ଏକ ଚ୍ୟାଲେଞ୍ଜିଂ ୧୬ କିଲୋମିଟର ସମୁଦ୍ର ପହଁର ଅଭିଯାନ କରାଯାଇଥିଲା । ସମୁଦ୍ର ପହଁର ଅଭିଯାନ ଦୁଃସାହସିକ କ୍ରୀଡ଼ା ବର୍ଗରେ…