ସଚିବ ସ୍ତରୀୟ ବୈଠକ; ଆଗାମୀ ବଜେଟରେ କ’ଣ ରହିବ ଫୋକସ, ସୂଚନା ଦେଲେ ମୁଖ୍ୟ ସଚିବ…
ଭୁବନେଶ୍ୱର: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବୁ ବିଭାଗର ସଚିବ ଉପସ୍ଥିତ ରହିଥିଲେ। ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ କହିଛନ୍ତି…