ବିହାର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ, କର୍ମୀମାନଙ୍କୁ ଉତ୍ସାହିତ କରିବେ ମୋଦି, ଅମିତ, ନଡ୍ଡା
ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଗତ ସପ୍ତାହରେ ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ଦଳର ନେତାମାନଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ । ବିଧାନସଭାଭିତ୍ତିକ ରଣନୀତି ଏବଂ ପ୍ରସଙ୍ଗଗୁଡ଼ିକ ସ୍ଥିର କରାଯାଇଛି…
