ଭିଜିଲାନ୍ସ ଜାଲରେ ବାମରା ତହସିଲଦାର

ବାମରା : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲଦାର । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ୨୦୧୯…

ମିରଟରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ

ବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ଟେରୋରିଷ୍ଟ । ମିରଟ ଜେଲରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ…

ପୋଲିସ ଗୁଳିରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ୨ ହାର୍ଡକୋର ମାଓବାଦୀ ନିହତ । ପୋଲିସ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାର ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର…

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ୬ ଘଣ୍ଟା ବିଳମ୍ବରେ ଉଡ଼ିଲା ଦିଲ୍ଲୀରୁ ସିଙ୍ଗାପୁର ବିମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ କ୍ୟାବିନ…

ମେକ୍ସିକୋ ସିଟିରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ରୁ ଅଧିକ ଆହତ

ମେକ୍ସିକୋ : ମେକ୍ସିକୋ ସିଟିରେ ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ…

 ଅନିଲ ଅମ୍ବାନୀଙ୍କ ବିରୋଧରେ ନୂଆ ଅର୍ଥ ହେରଫେର୍‌ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବଇ: ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ମୃତ

ଛତିଶଗଡ଼: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଟଳିଲେ ୧୦ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାଷ୍କର ଥିବା ସୂଚନା । ଭାଲୁଡିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ…

କିଏ ହେବେ ନେପାଳର ପ୍ରଧାନମନ୍ତ୍ରୀ, କୁଲମାନ ଘିସିଙ୍ଗଙ୍କୁ ନେଇ ଚର୍ଚ୍ଚା ଜୋର

କାଠମାଣ୍ଡୁ : ନେପାଳରେ କେପି ଶର୍ମା ଓଲିଙ୍କ ଇସ୍ତଫା ଦେବା ପରେଏବେ ଅନ୍ତରୀଣ ସରକାରଙ୍କ ମୁଖ୍ୟଙ୍କ ନାମ ଉପରେ ଏକ ସହମତି ହୋଇଛି । ବାଲେନ ଶାହ ଏବଂ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପ୍ରତ୍ୟାହାର ପରେ, ନେପାଳର ଜେନ-ଜେଡ…

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ, ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ନେବେ ଶପଥ

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ସିପି ରାଧାକ୍ରିଷ୍ଣନ ଇସ୍ତଫା ଦେବା ପରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ…

ଚିନ୍ତା ବଢ଼ାଉଛନ୍ତି ନେପାଳି କଏଦୀ, ଅନୁପ୍ରବେଶ ବେଳେ ୩୫ ଅଟକ, ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ନେପାଳରୁ ଫେରାର ହୋଇଥିବା କଏଦୀ ଏବେ ଭାରତ ପାଇଁ ବିପଦ ସାଜିଛନ୍ତି । ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ଭାରତ ସୀମାରେ ଫେରାର ହୋଇଥିବା ୩୫ କଏଦୀ ଅଟକ । ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଛି…