State

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା, ଚାଷୀ ପାଉନି ତାର ହକ: ନବୀନ

ଭୁବନେଶ୍ୱର : ଆଇନ ଶୃଙ୍ଖଳା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଛନ୍ତି ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର : ଝୁଲିପଡିଲେ ଆର୍କିଟେକ ଇଞ୍ଜିନିୟର । ଘର ଭିତରୁ ମିଳିଲା ମହିଳାଙ୍କ ଡେଡବଡି । ମୃତକ ହେଲେ ରୋଜାଲିନ ବେହେରା । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରୋଜାଲିନ…

ବଙ୍ଗୋପସାଗରରେ ଲଘୁଚାପ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ବର୍ଷା । ବଜ୍ରପାତ ଓ ଝଡ଼ ତୋଫାନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କତା ସୂଚନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର…

ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁର ଅପବ୍ୟବହାର କରି ସାଇବର ଲୁଟ୍‌

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍‌। ଡିଜିଟାଲ୍ ଠକେଇରେ ତାଙ୍କ ନାମ ଓ ପରିଚୟର ଅପବ୍ୟବହାର କରିଥିବା ନେଇ ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନେ…

NIT କ୍ୟାମ୍ପସରେ ପଶିଲା ହାତୀ, ଛାତ୍ରଛାତ୍ରୀ ଭୟଭୀତ

ରାଉରକେଲା: ମଙ୍ଗଳବାର ସକାଳେ ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା…

ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ।…

ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ କ୍ୟାଡର୍‌ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍‌ ମାଓ ଡିଭିଜନ୍‌ର ଡେପୁଟି କମାଣ୍ଡର୍‌ ଜଗେଶ ଓ ମହିଳା କ୍ୟାଡର୍‌ ରତ୍ନା ନିହତ ହୋଇଛନ୍ତି…

ପ୍ରେମ ପାଇଁ ମା ଓ ଭାଇକୁ ହତ୍ୟା କଲା ନାବାଳିକା

ଜୟପୁର: ୭ ଦିନତଳୁ ହଜିଥିବା ପୁଅ ହାତବନ୍ଧା ଅବସ୍ଥାରେ ବସ୍ଥା ଭିତରୁ ଗତକାଲି ମିଳିଥିବା ବେଳେ ମା ର ପତତା ମିଳୁନି । ମାଆ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ବୋରିଗୁମ୍ମା…

ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି…

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି ।…