State

ସାଇକେଲରେ ୧୨ କିମି ବୋହି ଥାନାକୁ ମୃତଦେହ ଆଣିଲେ ପରିବାର ଲୋକେ

ସୋର : ନ୍ୟାୟ ଦାବିରେ ସାଇକେଲରେ ୧୨ କିମି ବୁହାହେଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ନେଇ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।…

ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡ଼ା: ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଆତତାୟୀଙ୍କ ବର୍ବରତା । ଜୁନାଡିହି କଲେଜର ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ଛୁରାମାଡ଼ କରି ହତ୍ୟା କରିଛନ୍ତି ଆତତାୟୀ । ମୃତକଙ୍କ ସହ ଥିବା ତାଙ୍କ…

ଏନକାଉଣ୍ଟର: ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଝାରସୁଗୁଡା: ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଗତକାଲି ଝାରସୁଗୁଡା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ…

ନାତୁଣୀକୁ ଲାଗିଲା ବିଦ୍ୟୁତ୍ ଆଘତ, ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ

ଅନୁଗୁଳ: ନାତୁଣୀକୁ ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ। ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ । ଗୁରୁତର ନାତୁଣୀ ତୁଳସୀ ସାହୁଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ତୁଳସୀ ଘର ଛାତ ଉପରେ ଲୁଗା ଶୁଖାଉଥିବା…

ଡେଲିଭରି କମ୍ପାନୀ ଟ୍ରକରୁ ଗଞ୍ଜେଇ ଜବତ

ବାଲେଶ୍ୱର: ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ। ପୋଲିସକୁ ଯେପରି ସନ୍ଦେହ ନ ହେଉ ସେଥିଲାଗି ଡେଲିଭରି’ କମ୍ପାନୀର ଟ୍ରକ୍ ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ। ଦୁର୍ଘଟଣା ପରେ ମିଳିଲା…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସାଢ଼େ ୩ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି…

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ !

ଭୁବନେଶ୍ଵର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବନା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା। ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା ; କମିଶନରେଟ ପୁଲିସକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସପ୍ତାହ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡ଼ିଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ଭିଡ଼ ହତ୍ୟା ଘଟିଛି। ତେବେ ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ଆଜି କମିଶନରେଟ ପୁଲିସ କାର୍ଯ୍ୟାଳୟ ଘେରାଉ…

ପିକଅପ-ବାଇକ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଅଘଟଣ । ଏକ ପିକ ଅପ ସାଙ୍ଗେ ବାଇକ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ…

୪ ଘଣ୍ଟାର ଅପରେଶନ୍ ପରେ କଲଭର୍ଟରୁ ଭାଲୁକୁ କାବୁ କଲା ବନବିଭାଗ

ନବରଙ୍ଗପୁର : ଦୀର୍ଘ ୪ ଘଣ୍ଟାର ଅପରେଶନ୍ ପରେ ଯନ୍ତାରେ ପଡିଲା ଭାଲୁ । ନବରଙ୍ଗପୁର ରେଞ୍ଜ ଦେଉଳା ଗାଁ ନିକଟ ଏକ କଲଭର୍ଟରୁ ଭାଲୁକୁ ବନବିଭାଗ କାବୁ କରିନେଇଛି । ନବରଙ୍ଗପୁର ଫରେଷ୍ଟର ଲକିମାଝୀଙ୍କ ନେତୃତ୍ବରେ ୧୫ଜଣ ବନବିଭାଗର କର୍ମଚାରୀ…