State

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଅବସ୍ଥା ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଘାଟିକିଆରେ ସଂଘବଧ ଆକ୍ରମଣ । ମାରଣାସ୍ତ୍ର ଧରି ଜଣେ ଯୁବକଙ୍କୁ ୮ ଦୁର୍ବୃତ୍ତ ଘେରି ପିଟିଥିବା ଅଭିଯୋଗ । ଖଣ୍ଡା ଓ ଛୁରୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଶ୍ରୀକାନ୍ତ ବେହେରାଙ୍କୁ…

ଗାଡ଼ି ଚଢ଼ାଇ ଏନସିବି କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ, ୩ ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ରାଜଧାନୀରେ ଛାତିରେ ଚାଲିଛି ବେଧଡକ ଗଞ୍ଜେଇ ଚୋରା ଚାଲାଣ । ଧରପଗଡ ସମୟରେ ପୋଲିସ ଉପରକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଗଞ୍ଜେଇ ମାଫିଆମାନେ । ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ…

ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ…

କୁଆଖାଇରେ ବୁଡ଼ିଗଲେ ନାବାଳକ, ମୃତଦେହ ଉଦ୍ଧାର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡ଼ିଗଲେ ନବମ ଶ୍ରେଣୀ ଛାତ୍ର । ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ପାଣିରୁ ଉଦ୍ଧାର କରିଛି ଅଗ୍ନିଶମ ଉଦ୍ଧାରକାରୀ ଦଳ । ମଞ୍ଚେଶ୍ୱର ଅଞ୍ଚଳରେ ନଦୀ ଗର୍ଭରୁ…

ଦନ୍ତା ଆକ୍ରମଣରେ ମହିଳା ମୃତ 

ହିନ୍ଦୋଳ: ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ବାରସିଙ୍ଗା ଗାଁର ଭାରତୀ ବିଶ୍ଵାଳ । ଘର ପଛକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଇଏମଡିର ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଥିବା ଆଇଏମଡି ପୂର୍ବାନୁମାନ କରିଛି । ତେବେ…

ଘାଇରୁ ଗଳିତ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରା ଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତିଙ୍କ ପରିଚୟ ଜଣା ପଡିନାହିଁ। ଚନ୍ଦ୍ରଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ…

ବାଲିଅନ୍ତା ହତ୍ୟା ଘଟଣା: କର୍ମର ଫଳ ପାଇବେ ଅପରାଧୀ

ଭୁବନେଶ୍ୱର : ଜିଆରପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଘଟଣାରେ ଯିଏ ଦୋଷୀ , ତାକୁ କଠୋର ଦଣ୍ଡ ଦିଆଯିବ। ଅପରାଧୀଙ୍କ…

ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

ଗୋପ:ପୁଣି ସାମ୍ନାକୁ ଆସିଛି ପୁଲିସ୍‌ର ନିଷ୍କ୍ରିୟତା । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଦୋକାନୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା…

ସମୁଦ୍ରରେ ତେଲ ମାଫିଆଙ୍କ ରାଜୁତି, ମାଛଧରା ବୋଟ୍ ସାହାଯ୍ୟରେ ହେଉଛି ଚୋରା କାରବାର

ପାରାଦ୍ଵୀପ : ଗଭୀର ସମୁଦ୍ରରେ ଚାଲିଛି ଚୋରା ତେଲ ମାଫିଆଙ୍କ ରାଜୁତି । ଚୋରା ତେଲ ବ୍ୟବସାୟ ର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସଂଦେହ କରାଯାଉଛି। ପାରାଦ୍ଵୀପ ବନ୍ଦରକୁ ଆସୁଥିବା…