State

ବସକୁ ପଛପଟୁ ଧକ୍କା ଦେଲା ହାଇୱା, ୧୫ ଯାତ୍ରୀ ଆହତ

କେନ୍ଦୁଝର : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା ।…

ଅନଲାଇନ ଟ୍ରେଡିଂ ନାଁରେ ୨୦ ଲକ୍ଷ ୫୦ ହଜାର ଟଙ୍କାର ଠକେଇ, ଜଣେ ଗିରଫ

କୋରାପୁଟ : ସାଇବର ଠକେଇ ମାମଲାରେ ଜଣେ ଗିରଫ । ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ…

ଶଳାକୁ ଅପହରଣ ଅଭିଯୋଗରେ ଭିଣୋଇ ସହ ୪ ଗିରଫ

ଜଗତସିଂହପୁର : ଶଳାକୁ ଅପହରଣ, ଭିଣୋଇ ଗିରଫ । ଜଗତସିଂହପୁର ଜିଲ୍ଲା ନାଉଗାଁରେ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଶଳାକୁ ଅପହରଣ କରିଥିଲା ସ୍ୱାମୀ ଓ ସହଯୋଗୀ । ଶଳା ମାଧ୍ୟମରେ ସ୍ତ୍ରୀକୁ ଡକାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ ।…

ମୁହଁ ଖୋଲିଲେ ସୌମ୍ୟଙ୍କ ମା’, ମିଛ କହୁଛନ୍ତି ଉଭୟ ଯୁବତୀ

ଭୁବନେଶ୍ୱର : ମୁହଁ ଖୋଲିଲେ ସୌମ୍ୟଙ୍କ ମା’ । ଉଭୟ ଯୁବତୀ ମିଛ କହୁଥିବା କହିଲେ ସୌମ୍ୟଙ୍କ ମାଆ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାକୁ ନେଇ ମୁହଁ ଖୋଲିଲେ ସୌମ୍ୟଙ୍କ ମାଆ । ଯୁବତୀଙ୍କ…

ଟ୍ରଲର ଧକ୍କାରେ ମହିଳା ମୃତ

ଯାଜପୁର : ରାସ୍ତା ପାର ହେଉଥିବା ବେଳେ ଅଘଟଣ । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପୁବଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୫୩ ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ରାସ୍ତା…

ସ୍କୁଟିକୁ ଧକ୍କା ଦେଲା ଆମ ବସ: ଚାଳକ ଗୁରୁତର

ବୁର୍ଲା: ସମ୍ବଲପୁର ବୁର୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ‘ଆମ ବସ୍’ (Ama Bus) ଜଣେ ସ୍କୁଟର ଚାଳକଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।…

ବାଲିଅନ୍ତା ହତ୍ୟାକାଣ୍ଡ ନେଇ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛିି ପୋଲିସ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେସିଆଲ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା…

ବାଲିଅନ୍ତା ହତ୍ୟାକାଣ୍ଡ : ମୃତଦେହ ରଖି ରାସ୍ତା ଅବରୋଧ

ଭୁବନେଶ୍ୱର : ତେଜୁଛି ବାଲିଅନ୍ତା ହିଂସା ଘଟଣା । ଅଡଶପୁର ଯାଏ ପହଁଚିଲା ତାତି। ଚାରି ଛକ ଓ ନଖରା ରାସ୍ତା ଅବରୋଧ। ଅଡଶପୁର ନିକଟରେ ରାସ୍ତା ଅବରୋଧ କରିଛନ୍ତି ମୃତ ସୋମ୍ୟଙ୍କ ପରିବାର। ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ…

ପୋଖରୀରେ ବୁଡି ଗଲେ ୨ ଛାତ୍ର

ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଅଘଟଣ । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା ଦୁଇ ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ତେବେ ଦୁଇ…

ରବିଚାଷ ପଞ୍ଜିକରଣରୁ ବଞ୍ଚିତ ଚାଷୀ: ଶୁଣିଲାନି ପ୍ରସାଶନ, ରାସ୍ତାକୁ ଓହ୍ଲାଇଲେ

କଳାହାଣ୍ଡି : ପୁଣି ଗର୍ଜିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଚଳିତ ରବି ଚାଷ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ଚାଷୀ। ଶୁଣିଲାନି ସ୍ଥାନିୟ ପ୍ରସାଶନ କି ସରକାର ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲେ…