ରାଜଧାନୀରେ ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଭାଙ୍ଗିଲେ ଗାଡ଼ି, ୪ଅଟକ
ଭୁବନେଶ୍ୱର : ରାଜଧାନୀରେ ରୋଡ୍ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ…
