‘କୋଟି କୋଟି ନେଉଛନ୍ତି, ନିଷ୍ଠା ନାହିଁ’:ଗାଭାସ୍କର

ମୁମ୍ବାଇ: ଆଇପିଏଲ୍‌ରେ ଖେଳୁଥିବା ବିଦେଶୀ ଖେଳାଳିମାନଙ୍କ ନିଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତି ବ୍ୟାଟର୍‌ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ କହିଛନ୍ତି ଯେ ବିିଦେଶୀ ଖେଳାଳିମାନେ କୋଟି କୋଟି ଟଙ୍କା ନେଉଛନ୍ତି, କିନ୍ତୁ ନିଜ ଦଳ ପାଇଁ…

ଭୋଟର ତାଲିକାରୁ ନାଁ ଗୁଡ଼ିକୁ ଉକୁଣି ପରି ବାଛି କଢ଼ାଯାଇଛି: ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସ୍‌ଆଇଆର ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ମତୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ନଦିଆ ଜିଲ୍ଲାର ଚକଦାହାରେ ଏକ…

ଇରାନରେ ଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ସାମରିକ ଆକ୍ରମଣ ପରେ ପଶ୍ଚିମ ଏସିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟସୀମା ଶେଷ ହେବା ପରେ ଇରାନର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବୋମାମାଡ଼ ଏବଂ ଏହାର…

ଯୁଦ୍ଧ ପ୍ରଭାବ: ୧୦ହଜାର ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ୧୦ହଜାର ଉଡ଼ାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ…

ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା

ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ୍‌’ ଅବସରରେ ମୁଖ୍ୟମନ୍ତ୍ରୀ…

ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ

ପୁରୀ ୦୭।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ବଡ଼ ମହାସ୍ନାନ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି…

ବୈଠକ ପରେ ମୁହଁ ଖୋଲିଲେ ନେତା, କହିଲେ ନିଷ୍ପତ୍ତି ଅତି ଉତ୍ତମ

ଭୁବନେଶ୍ୱର: କଣ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଚର୍ଚ୍ଚା ପ୍ରବଳ । ବିଶେଷ କରି ପ୍ରମିଳାଙ୍କ ସରକାରୀ ବାସଭବନରେ ବସିଥିଲା ସରକାରୀ ବୈଠକ । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି…

ଜିଲ୍ଲା ବୁଲିବା ଦରକାର ନବୀନ ବାବୁ, ଦିଲ୍ଲୀରୁ ଫେରି ବର୍ଷିଲେ ମନମୋହନ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟନାୟକ ଜିଲ୍ଲା ବୁଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଜିଲ୍ଲା ବୁଲିବା…

BPUTକୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ୍ ରେକର୍ଡସର ପୁରସ୍କାର

ରାଉରକେଲା ୦୭।୦୪ : BPUT ମିଳିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ବୁକ୍ ଅଫ୍ ରେକର୍ଡସ ପୁରସ୍କାର । ରାଉରକେଲାର ସ୍ଥିତି ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( BPUT)କୁ ମିଳିଛି ଏହି ପୁରସ୍କାର। BPUT କୁଳପତି…

ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ, କହିଲେ ଜବାବ ମାଗୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର: ଟାଟା ପାୱାର ଉପରେ ବିଧାୟକ ଜୟନାରାୟଣଙ୍କ ଟିପ୍ପଣୀକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ । ବିଧାୟକ ଜୟନାରାୟଣ ମିଶ୍ର ଟାଟା ପାୱାରର ସମସ୍ତ ଶୋଷଣ, ଦୁର୍ନୀତି ଏବଂ ଜୁଲମ ବିଷୟରେ…