ଧାମରା ଭଦ୍ରକ ରେଳପଥରେ ଜମିହରା ବିଧବା ସ୍ତ୍ରୀଙ୍କ ରେଳରୋକ

ଧାମରା:ଧାମରା ବନ୍ଦର କର୍ତ୍ତୃପକ୍ଷ ଙ୍କ ମନମାନୀ ପାଇଁ ଆଜି ନିଜର ସର୍ବସ୍ୱ ହରାଇଥିବା ଜଣେ ବିଧବା ସ୍ତ୍ରୀ ଲୋକ ଧାମରା ଭଦ୍ରକ ରେଳପଥ କୁ ଅବରୋଧ କରିବା ସହ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାଇ ନରସିଂହ ପ୍ରସାଦ ଗାଁର ସତ୍ୟଭାମା ସେଠୀ…

ଦମ୍ପତିଙ୍କ କାରନାମା ; ଏମିତି କରୁଥିଲେ ଛିନତାଇ

ଭୁବନେଶ୍ୱର : ପ୍ରଥମେ ଥିଲେ ପାନଦୋକନୀ। ତା’ପରେ ଲୁଟି ଚାଲିଲେ ସୁନା ଚେନ୍। ଦମ୍ପତିଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଟାର୍ଗେଟ କରି ଲୋକଙ୍କ ଠାରୁ ଲୁଟି ନେଉଥିଲେ ଚେନ୍। ମିଳିଥିବା ସୂଚନାନୁଯାୟୀ, ନିଳାଦ୍ରିବିହାରର ସଞ୍ଜୁକଟା ପୃଷ୍ଟି ଚନ୍ଦ୍ରଶେଖରପୁର…

ଅମୃତ ୨.୦ କାର୍ଯ୍ୟକାରିତାରେ ଦେଶରେ ଓଡ଼ିଶାକୁ ପ୍ରଥମ ସ୍ଥାନ

ଭୁବନେଶ୍ୱର:  ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ‘ଅଟଳ ମିସନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ’ (ଅମୃତ) ୨.୦ ର ସଫଳ କାର୍ଯ୍ୟକାରିତାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୧…

ଉତ୍ପାଦନ ବୃଦ୍ଧି କରିବାକୁ ଲୁହା ଖଣିଲିଜ୍‌ଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର, ଲୋକସେବା ଭବନରେ ଖଣି ଲିଜ୍‌ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ…

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ…

ବୁଧବାରଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତିର ଦ୍ବିତୀୟ ପର୍ଯ୍ୟାୟ

ପୁରୀ : ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତି ମଣତି ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି। ବୁଧବାର (୮ ଅପ୍ରିଲ୍‌ରୁ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ…

ଉତ୍ତରବଙ୍ଗରେ ଟିଏମ୍‌ସି-ବିଜେପି ମୁହାଁମୁହିଁ ଲଢ଼େଇ:ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ୫୪ ଆସନ

କୋଲକାତା: ଉତ୍ତରବଙ୍ଗରେ ଚା ରାଜନୀତି ପୁଣିଥରେ ଜୋରଦାର ହୋଇଛି। ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଗଠନରେ ଉତ୍ତରବଙ୍ଗର ୫୪ ବିଧାନସଭା ଆସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପ୍ରସିଦ୍ଧ ଚା ପରି, ଏଠାକାର ନିର୍ବାଚନୀ ସ୍ୱାଦ ସମୟ, ପରିସ୍ଥିତି ଏବଂ…

ପୁଡ଼ୁଚେରୀରେ ଜିତିଲେ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଲା କଂ‌ଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ପୁଡ଼ୁଚେରୀବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ। ଲସ୍ପେଟ୍‌ରେ ଏକ…

ଆସାମରେ ମୋଦୀଙ୍କ ମାରାଥନ ପ୍ରଚାର

କୋଲକାତା: ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଚଳଚଞ୍ଚଳ ଥିବାବେ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆସାମରେ ମାରାଥନ ପ୍ରଚାର କରିଛନ୍ତି। ମୋଦୀ ଆସାମରେ ସୋମବାର ତିନିଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ପ୍ରତି ଜିଲ୍ଲା ଓ…

‘ଟ୍ରମ୍ପ ପାଗଳ’- ଆମେରିକୀୟ ନେତା

ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଆକ୍ରମଣ ଏବଂ ଯୁଦ୍ଧବିରତି ସମ୍ପର୍କରେ ଲଗାତାର ପରିବର୍ତ୍ତନଶୀଳ ବୟାନ ଯୋଗୁଁଁ ରାଷ୍ଟ୍ରପତି ଟ୍ରମ୍ପ ସାରା ବିଶ୍ୱରେ ଉପହାସର ପାତ୍ର ହୋଇଛନ୍ତି। ଏହି ପରିସ୍ଥିତି ଆମେରିକାର ଅନ୍ତର୍ଜାତୀୟ…