ପ୍ରତିବାଦ ସ୍ଥାନ ତାଲିକାରୁ ବାଦ୍ ପଡ଼ିଲା ଯନ୍ତରମନ୍ତର
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ, ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥାନ ତାଲିକାରୁ ବାଦ ଦିଆଯାଇଛି। ଦିଲ୍ଲୀରେ ପ୍ରତିବାଦ କରିବା ପାଇଁ ବର୍ତ୍ତମାନ ତିନୋଟି ନୂତନ ସ୍ଥାନ ଚିହ୍ନଟ କରାଯାଇଛି। ଦିଲ୍ଲୀର ତିନୋଟି ନୂତନ…