ରେଭେନ୍ସାରେ ଛାତ୍ର ଆନ୍ଦୋଳନ: ପୋଲିସ-ଛାତ୍ରଛାତ୍ରୀ ମୁହାଁମୁହିଁ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଆଇଡିଏସ୍ଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ୱପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ ଖାରଜ ହେବା ପରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲିଠାରୁ…