October 2026

ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍‌ !

କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ…

ନ୍ୟୁଟ୍ରିନୋ ଗବେଷଣା ପାଇଁ ଫ୍ରାନ୍ସିସ୍ ହାଲଜେନଙ୍କୁ ୨୦୨୬ ପଦାର୍ଥ ବିଜ୍ଞାନ ନୋବେଲ

ନୂଆଦିଲ୍ଲୀ : ୨୦୨୬ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନଙ୍କୁ ସମ୍ମାନ ମିଳିଛି । ସେ ଆମେରିକାର ୱିସକନସିନ୍–ମାଡିସନ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ । ଆଇସ୍ କ୍ୟୁବ୍…

ବ୍ଲାକ୍ ସି’ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ, ୨ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଥରେ ସମୁଦ୍ରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ । ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ ଜାହାଜକୁ ଟାର୍ଗେଟ୍ କରାଯାଇଥିବା ବେଳେ, ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଜାହାଜରେ ଥିବା ୩ ଜଣ…

CECଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ବହୁ ନେତା ଅଟକ

ନୂଆଦିଲ୍ଲୀ: ଭୋଟର ତାଲିକାରେ ଚାଲିଥିବା ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ବଡ଼ ବିକ୍ଷୋଭ ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ INDIA ମେଣ୍ଟର ଅନେକ ସାଂସଦ ସଂସଦ ଭବନରୁ ନିର୍ବାଚନ…

ନାଇଜେରିଆରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ମୃତ

ନାଇଜିରିୟା: ନାଇଜିରିୟାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନାଇଜେରିୟାର ବାୟୁ ସେନାର ବିମାନ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ନିୟମିତ ମିଶନରେ ଥିବା ସମୟରେ ଏହି ଘଟଣା ଘଟିଛି । ସୂଚନାନୁଯାୟୀ,…

୪ ଦଫା ଦାବିରେ ଅକ୍ଟୋବର ୮ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବିରୋଧୀ

ଭୁବନେଶ୍ୱର: ଇଣ୍ଡି ମେଣ୍ଟ ପକ୍ଷରୁ ଅକ୍ଟୋବର ୮, ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି…

ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି, ଏସଏଚଜିଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହା ସହିତ ୨୬ଟି ଜିଲ୍ଲାର…

SIR ପ୍ରସଙ୍ଗରେ ଦିଲ୍ଲୀରେ ପଦଯାତ୍ରା କରିବ ବିଜେଡି

ଭୁବନେଶ୍ୱର: SIR ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ, ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ବିରୋଧ ପଦଯାତ୍ରାରେ ସାମିଲ ହେବ ବିଜେଡି । ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ…

ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି । SP-DCPଙ୍କ ସହ DGPଙ୍କ ସମୀକ୍ଷା । କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ…

ବନ୍ଧା ହେଲେ ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି

ଭୁବନେଶ୍ୱର : ବନ୍ଧା ହେଲେ କୋଟିପତି ଯନ୍ତ୍ରୀ । ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ । ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ । ତାଙ୍କ ନାଁରେ ୨୩ରୁ ଅଧିକ…