ଡିଭାଇଡର ଭାଙ୍ଗି ୨୦ ଫୁଟ ତଳେ ଡ୍ରେନ୍କୁ ଖସିଲା ଗାଡ଼ି: ୮ ମୃତ, ୧୫ରୁ ଅଧିକ ଆହତ
ରାଜସ୍ଥାନ: ଆଜି ସକାଳେ ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଛି ।…