October 31, 2026

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୁବନେତା ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ବମିଖାଲ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବ ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ…

ଅବପାତ ରୂପ ନେଲା ଲଘୁଚାପ, ଆନ୍ଧ୍ର ଅଭିମୁଖେ ବାତ୍ୟା ‘ମୁରାସୁ’ !

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର ଉପକୂଳ ମୁହାଁ ଆଉ ଏକ ସମ୍ଭାବ୍ୟ ବାତ୍ୟା । ଗୋଟିଏ ବାତ୍ୟାର ପ୍ରଭାବ ନସରୁଣୁ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ…

ପୋଖରୀରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା । ଗତକାଲି ରାତିରୁ ନିଖୋଜ ଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଆଜି ଘରଠାରୁ ପ୍ରାୟ ୨ଶହ ମିଟର ଦୂର…

ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ: ନିଖୋଜଙ୍କୁ ଖୋଜିବ ନୌସେନାର ଅତ୍ୟାଧୁନିକ ହେଲିକପ୍ଟର

ଭୁବନେଶ୍ୱର: ଭୂସ୍ଖଳନ ଓ ବନ୍ୟାରେ ୪ ମୃତ, ୧୨ ନିଖୋଜ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୩ ଜଣ ଓ ଗଜପତି ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି । ଭଞ୍ଜନଗର ବାଇବାଲି ପଞ୍ଚାୟତର ଗିଡିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨…

ବନ୍ୟା ପରେ ବଢ଼ିଲା ଦୁର୍ଦ୍ଦଶା, ବିଦ୍ୟୁତ୍ ସେବା, ଖାଦ୍ୟ ଓ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ବିପନ୍ନ

ଗଞ୍ଜାମ: କମୁଛି ବନ୍ୟାଜଳ, ହେଲେ ସରୁନି ଦୁର୍ଦ୍ଦଶା । ଗଞ୍ଜାମରେ ବନ୍ୟା ପରେ ବଢ଼ିଲା ଦୁର୍ଦ୍ଦଶା । ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ବିଦ୍ୟୁତ୍ ସେବା, ଖାଦ୍ୟ ଓ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ବିପନ୍ନ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ…

ଚୁଆରେ ପଡ଼ି ଯୁବକ ମୃତ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମା ଗ୍ରାମରେ ଚୁଆରେ ପଡ଼ି କଲେଜ ଛାତ୍ର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ଅଞ୍ଚଳର ମିଲିୟନ ପ୍ରଧାନ ରାଇକିଆ ଅଲିମା଼ଆ ଗ୍ରାମରେ ଭଡ଼ା ଘରେ ରହି କଲେଜରେ ପାଠ…

ବିଲରେ କାମ କରୁଥିବା ବେଳେ କରେଣ୍ଟ ଲାଗି ବାପା-ପୁଅ ମୃତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ହରିପୁର ଗ୍ରାମର…

ଖାଇବାକୁ ନଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ବାଂଶପାଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସ୍ତ୍ରୀ ଖାଇବାକୁ ନଦେବାରୁ ପିଟି ପିଟି ମାରିଦେଲା ସ୍ୱାମୀ । ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ । ହତ୍ୟା କରିସାରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲା ସ୍ୱାମୀ । ଆଜି…

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଖଲ୍ଲିକୋଟ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶନିବାର ଦିନ ଜିଲ୍ଲାର ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ କୁମାରୀ…

ବନ୍ୟା ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗଞ୍ଜାମରେ ୧୦ ଅଧିକାରୀ ନିୟୋଜିତ

ଭୁବନେଶ୍ୱର: ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିଶନର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାରେ…