ଫଡନବୀସ ମନ୍ତ୍ରିମଣ୍ଡଳର ସଂପ୍ରସାରଣ, ଶପଥ ନେଲେ ମନ୍ତ୍ରୀ

ମୁମ୍ବାଇ: ରବିବାର ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ କରାଯାଇଥିଲା । ବିଜେପି, ଏନସିପି ଓ ଶିବସେନାର ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ…

ଜୟପୁରରେ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର…

ଭୁବନେଶ୍ବରରେ ସ୍ଥିତ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍

ଭୁବନେଶ୍ବର : ପୁଣି ଥରେ ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍ । ପେଣ୍ଟା ଏ ଷ୍ଟୁଡିଓରେ ସିବିଆଇର ଚଢ଼ାଉ। ଏହାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନରେ ରେଡ୍ । ଆଦିତ୍ୟ ଇନଫ୍ରାଟେକ୍ ଏମଡି ଦେବଦତ୍ତ…

ଟ୍ରେନରୁ ଖସିପଡି ଦୁଇ ମହିଳା ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଅଘଟଣ । ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଆଜି ଟ୍ରେନ୍ ରେ କଟି ମୃତ୍ୟୁ ବରଣ କରିଛନ୍ତି । ସେମାନେ ଜଗନ୍ନାଥପୁର ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ…

ନିକିତାଙ୍କ ଗିରଫ ପରେ ପ୍ରଶ୍ନ କଲେ ଅତୁଲଙ୍କ ବାପା, ମୋ ନାତି ବଞ୍ଚିଛି ନା ମାରିଦେଲ?

ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇବା ଓ ନିର୍ଯାତନା ଦେବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ତାଙ୍କ ପତ୍ନୀ ନିକିତା, ଶାଶୁ ଓ ଶଳାକୁ…

ପ୍ରେମ ପାଇଁ ଗଲା ଜୀବନ, ଛାତରୁ ତଳକୁ ଡେଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର : ପୁଣି ପ୍ରେମ ପାଇଁ ଗଲା ଜୀବନ । ରାଜଧାନୀରେ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଜଣେ ଯୁବକ ସୁଇସାଇଡ କରିଛନ୍ତି । ମୃତକ ନୟାଗଡ଼ ଅଞ୍ଚଳର ଦୀପକ ନାୟକ…

୧୧ ମାସ ପରେ ଖୋଲିଲା ବିରଜା – ଆଗ୍ନେଶ୍ୱର ହାଟ

ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ…

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା, ପତ୍ନୀ ନିକିତାଙ୍କ ସମେତ ୩ ଗିରଫ

ବେଙ୍ଗାଲୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା’ ନିଶା ସିଙ୍ଘାନିଆ ଓ ଭାଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି। ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା’…

ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ସ୍ୱାମୀକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ : କଟକ କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୃତ ମହିଳାଙ୍କ ସ୍ୱାମୀକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ । ମୃତ ମହିଳାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ସୂଚନା ମିଳିଛି…

ଜାନୁଆରୀ ୧୪ ରୁ ୨୨ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ…