ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ
କଟକ : ପାରିବାରିକ କଳହ ନେଲା ଉଗ୍ରରୂପ। ନିଆଁରେ ପୋଡ଼ି ହୋଇ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ମାସ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି ଚାଲିଗଲା ମା’ର ଜୀବନ। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡାରେ ଏହି ଘଟଣା…
କଟକ : ପାରିବାରିକ କଳହ ନେଲା ଉଗ୍ରରୂପ। ନିଆଁରେ ପୋଡ଼ି ହୋଇ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ମାସ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି ଚାଲିଗଲା ମା’ର ଜୀବନ। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡାରେ ଏହି ଘଟଣା…
ଭୁବନେଶ୍ବର ୪।୧୨: ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ । କହିଲେ, ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆଣିକି ଆମ ଦଳରେ ନେଲେ । ବର୍ତ୍ତମାନ ସେମାନେ ସାଂସଦ…
ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା…
ନୀଳଗିରି: ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବାଲେଶ୍ଵର ଜିଲ୍ଲାର କୁଲଡିହା ଅଭୟାରଣ୍ୟର ପାଦଦେଶରେ କେସିପୁର ନିକଟ ଚେମଚଟା ଅଞ୍ଚଳରେ ବସବାସ କରିଆସୁଛନ୍ତି ୩୨ ଲୋଧା ପରିବାର। ହେଲେ ଏବେବେ ଏହି ସଂପ୍ରଦାୟର ଲୋକେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ।…
ବାରିପଦା : ଛାତ୍ରୀମାନେ ପାଚେରୀ ଡେଇଁ ସକାଳେ ସକାଳେ କ’ଣ ପାଇଁ ଚାଲିଲେ? ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଛାତ୍ରୀମାନଙ୍କୁ କ’ଣ ପାଇଁ ହଇରାଣ ହରକତ କରାଯାଉଛି? ଏହାର ତଦନ୍ତ କରିବା ସହିତ…
ପୁରୀ : ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି…
ଭୁବନେଶ୍ବର : ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଗରିବଙ୍କୁ…
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ନେବ ସରାୟରେ ଆଜି ସକାଳେ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି – ରାଜେଶ (୫୩), କୋମଲ (୪୭) ଓ କବିତା (୨୩)।…
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ସମୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପ୍ରଶିକ୍ଷଣ ଅଧିବେଶନ ସମୟରେ ପ୍ରଶଂସକମାନେ ଭାରତୀୟ ଦଳର ଖେଳାଳିଙ୍କ ସହ ଅସଦାଚରଣ କରିଥିବାରୁ ପ୍ରଶଂସକଙ୍କୁ ଆଉ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଅନୁମତି…
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ, ପ୍ରୋବା-୩ ମହାକାଶଯାନରେ ଦେଖାଦେଇଥିବା ଅନିୟମିତତା କାରଣରୁ ‘ପିଏସଏଲଭି-ସି୫୯’ର ଉତକ୍ଷେପଣକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ବୁଧବାର ଅପରାହ୍ନ ୪ଟା ୮ ମିନିଟରେ ଏହାର ଉତକ୍ଷେପଣ ପାଇଁ ସ୍ଥିର କରାଯାଇଥିଲା। ପ୍ରୋବା-୩…