ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ

ବାରିପଦା : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ। ଦେଶୀ ମଦ ତିଆରି ପାଇଁ ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ମହୁଲ ଆସୁଥିଲା। ହେଲେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ହାତରେ ଧରା ପଡ଼ିଛି ସେହି ଚୋରା ମହୁଲ। ଅବକାରୀ…

ଦେବଗଡ଼: ରେଙ୍ଗାଳୀ ଡ୍ୟାମରୁ କଲରାପତରିଆ ବାଘର ମୃତ ଦେହ ଠାବ

ଦେବଗଡ଼: ରେଙ୍ଗାଳୀ ଡ୍ୟାମ ଜଳ ଭଣ୍ଡାର ମଧ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ। ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି ସେକ୍ସନ ଅନ୍ତର୍ଗତ କଣ୍ଠିମାଳ ଗ୍ରାମ ନିକଟରେ ପାଣିରେ ଭାସୁଥିବା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ସୂଚନା ଅନୁଯାୟୀ,…

‘ସିନ୍ଦେଙ୍କ ଯୁଗ ଶେଷ, ଆଉ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’

ମୁମ୍ବାଇ : ମହାରାଷ୍ଟ୍ରରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାବିସଙ୍କ ଶାସନ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ତାଙ୍କ ସହିତ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ସେମାନେ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ।…

ଭାରତ-ପାକିସ୍ତାନ ମିଶି ୧୨ ନାବିକଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାକିସ୍ତାନୀ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ୧୨ ନାବିକଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜାହାଜ ଏମଏସଭି ଏଆଇ ପିରାନପିର ଗୁଜରାପଟର ପୋରବନ୍ଦରରୁ ଇରାନ…

ଅନାସ୍ଥାରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ : ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା।…

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାଷଣ ପ୍ରସାରଣ ଉପରେ ୟୁନୁସ୍ ସରକାରଙ୍କ କଟକଣା

ଢାକା : ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ମଧ୍ୟବର୍ତ୍ତିକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପରେ କ୍ରମାଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗୁରୁବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ…

ପୁଷ୍ପା-୨ ପ୍ରିମିୟର୍‌ ବେଳେ ଦଳାଚକଟା, ଜଣେ ମୃତ

ହାଇଦ୍ରାବାଦ : ପୁଷ୍ପା-୨ ରିଲିଜରେ ବଡ଼ ଅଘଟଣ। ଦଳାଚକଟାରେ ଚାଲିଗଲା ଫ୍ୟାନଙ୍କ ଜୀବନ। ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ। ତାଙ୍କୁ ଦେଖିବାକୁ ଏଠାରେ…

ରାଜନୀତିରୁ ସନ୍ନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା। ନିର୍ବାଚନର ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌…

ବାପା,ମା’ ଓ ଭଉଣୀଙ୍କୁ ମାରି ପୁଲିସକୁ ଶୁଣାଇଥିଲେ ଗପ; ଗୋଟିଏ ଦିନରେ ଧରାପଡ଼ିଗଲା ମିଛ

ନୂଆଦିଲ୍ଲୀ : ‘ଆଜି ବାପା-ମା’ଙ୍କ ବିବାହ ବାର୍ଷିକୀ ଥିଲା। ମୁଁ ସକାଳୁ ସକାଳୁ ଉଠି ସେମାନଙ୍କୁ ଅଭିନନ୍ଦନ ଜଣାଇ ମର୍ଣ୍ଣିଂ ୱାକ୍‌ରେ ଚାଲି ଯାଇଥିଲି। ଫେରିଲା ପରେ ଦେଖିଲି ଘରେ ପଡ଼ିଥିଲା ବାପା,ମାଆ ଓ ବଡ଼ ଭଉଣୀଙ୍କ ରକ୍ତାକ୍ତ ମୃତଦେହ।’ ଗତକାଲି…

ଯିଏ ଭାରତକୁ ଘୃଣା କରନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି: ବିଜେପି

ନୂଆଦିଲ୍ଲୀ : ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଜୋରଦାର ଟାର୍ଗେଟ ଜାରି ରଖିଛି କଂଗ୍ରେସ ଦଳ। ହେଲେ ଏହି ପ୍ରସଙ୍ଗରେ କାଉଣ୍ଟର କରି ଗୁରୁବାର ରାହୁଲ ଗାନ୍ଧୀଙ୍କୁ ବିଜେପି କାଉଣ୍ଟର ଆଟାକ୍ କରିଛି। ବିଜେପି ସାଂସଦ ସମ୍ବିତ ପାତ୍ର ରାହୁଲ…