ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ…

ମଟନ୍ ନାଁରେ ଗୋମାଂସ କାରବାର ମାମଲା: ଜୟା ହୋଟେଲ ପରିସରରେ ୧୬୩ ଲାଗୁ

ପିପିଲି: ଜୟା ହୋଟେଲ ପରିସରରେ ୧୬୩ ଲାଗୁ। ହୋଟେଲ ଠାରୁ ୧ କିମି ପରିଧି ମଧ୍ୟରେ କଟକଣା ଲାଗୁ କଲା ଜିଲ୍ଲା ପ୍ରଶାସନ। ମଟନ୍ ନାଁରେ ଗୋମାଂସ କାରବାର କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା…

ଚମ୍ପିଆନ୍ସ ଟ୍ରଫି ଫାଇନାଲ ଲଢେଇ: ଦିନିକିଆରେ ଲଗାତର ୧୫ତମ ଟସ୍‌ ହାରିଲା ଭାରତ

ଦୁବଇ: ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢେଇ। ଦୁବଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ମିଚେଲ ସେଣ୍ଟନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ମହିଳାଙ୍କ ସୁରକ୍ଷା ପାଇଁ ବାର୍ତ୍ତା ଦେଲେ ମନ୍ତ୍ରୀ, କହିଲେ ପର୍ସରେ ରଖ ଛୁରୀ ଓ ଲଙ୍କା ଗୁଣ୍ଡ

ନୁଆଦିଲ୍ଲୀ : ମହାରାଷ୍ଟ୍ରର ମନ୍ତ୍ରୀ ଗୁଲାବରାଓ ପାଟିଲ କହିଛନ୍ତି ମହିଳାମାନେ ଆତ୍ମସୁରକ୍ଷା ପାଇଁ ନିଜ ପର୍ସରେ ଛୁରୀ, ଲଙ୍କା ପାଉଡର ସହିତ ଲିପଷ୍ଟିକ୍ ରଖିବା ଉଚିତ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଶନିବାର ଦିନ ସେ ଏକ କାର୍ଯ୍ୟକ୍ରମରେ…

ଆତ୍ମନିର୍ଭର ମହିଳାଙ୍କ ଦ୍ବାରା ହୋଇପାରିବ ବିକଶିତ ଭାରତ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି…

ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ

କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ…

ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ବର/ଜଳେଶ୍ୱର: ଭୋଗରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ଶ୍ରୀ…

ସାମ୍ନାକୁ ଆସିଲା ଏଟିଏମ୍ ଲୁଟେରା ଦୀପକ କୁମାରର ସିସିଟିଭି ଫୁଟେଜ୍, ଅଭିନବ ଉପାୟରେ କରୁଥିଲା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ରାତିଅଧରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଗୁଳି । ବିଳମ୍ବିତ ରାତିରେ ଭୁବନେଶ୍ୱର ବଡଗଡରେ ହୋଇଛି ଏନକାଉଣ୍ଟର । ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟର କରିଛି ପୋଲିସ୍ । ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ…

ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା, ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଖୁବ୍‌ଶୀଘ୍ର ନାମାଙ୍କନପତ୍ର ଦାଖଲ କରାଯିବ। ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ…

ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ, ମାଉଜର ସହ ଜୀବନ୍ତ ଗୁଳି ଜବତ

କଟକ : ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ । ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରିଲା ମର୍କତନଗର ଥାନା ପୋଲିସ । ତା ନିକଟରୁ ଏକ ମାଉଜର ସହ ଜୀବନ୍ତ ଗୁଳି ଜବତ କରିଛି କଟକ କମିଶନରେଟ ପୋଲିସ ।…