ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଏକନାଥ ଓ ଅଜିତ
ମୁମ୍ବାଇ: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ଆଜିଠୁ ରାଜ୍ୟରେ ଫଡ଼ନାବିସଙ୍କ ନେତୃତ୍ଵରେ ମହାୟୁତି ସରକାର ଆରମ୍ଭ ହୋଇଛି। ଫଡ଼ନାବିସଙ୍କ ବ୍ୟତୀତ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ…
