ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା…

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏବେ…

ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା…

ଜେଲରୁ ମୁକ୍ତ ହେଲେ ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍

ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ଦକ୍ଷିଣ କୋରିଆର ରକ୍ଷଣଶୀଳ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ…

ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ

ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା…

କୁଳଭୂଷଣ ଯାଦବଙ୍କ ଅପହରଣରେ ସଂପୃକ୍ତ ଥିବା ଆଇଏସଆଇ ଏଜେଣ୍ଟକୁ ହତ୍ୟା

ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ବଡ଼ ବଡ଼ ଅପରାଧୀ ଓ ଆତଙ୍କବାଦୀଙ୍କୁ ନିଜର ଗୁପ୍ତ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଅନେକ ଷଡ଼ଯନ୍ତ୍ର ଓ ହତ୍ୟା କରିଥାଏ । କିନ୍ତୁ ଖୋଦ ଆଇଏସଆଇର ଜଣେ ଏଜେଣ୍ଟ ଅଜ୍ଞାତ ଲୋକଙ୍କ ଦ୍ବାରା ହତ୍ୟାର…

୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ: ୨ ସପ୍ତାହରେ ତାପମାତ୍ରା ୩ ରୁ ୪ ଡିଗ୍ରି ବୃଦ୍ଧି ପାଇବା ପୂର୍ବାନୁମାନ

ଭୁବନେଶ୍ୱର: ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ…

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ…

ହିଜବୁଲ ଆତଙ୍କବାଦୀ ଗିରଫ: ପାକିସ୍ତାନରେ ପ୍ରଶିକ୍ଷଣ, ମୁରାଦାବାଦରେ କରିଥାଆନ୍ତା ଆକ୍ରମଣ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆକ୍ରମଣ ଯୋଜନା କରୁଥିବା ଏକ ଆତଙ୍କୀକୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ)। ଗିରଫ ଆତଙ୍କୀ ହେଉଛି ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସକ୍ରିୟ ସସଦ୍ୟ ଉଲଫତ ହୁସେନ ଓରଫ ମହମ୍ମଦ…