ଧର୍ମ ପରିବର୍ତ୍ତନ କରିବାରୁ ସଂସ୍କାର ପାଇଁ ମିଳିଲାନି ଶ୍ମଶାନ, ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ
ଉମରକୋଟ : ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଣ୍ଡ୍ରି ଗାଁରେ ଏବେବି ପଡ଼ି ରହିଛି ମାଣିକ ସାନ୍ତାଙ୍କ ମୃତଦେହ । ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର…