ଜୟଦେବ ଜେନାଙ୍କୁ ହତ୍ୟା ଧମକ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଚିଠି ଲେଖିଲା କଂଗ୍ରେସ

କେନ୍ଦୁଝର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା, ନାରୀ ସୁରକ୍ଷାର ଅଭାବ, ରାହାଜାନି, ଦୁଷ୍କର୍ମ, ହତ୍ୟାକାଣ୍ଡ ଏବଂ ରାଜନେତାଙ୍କୁ ହତ୍ୟା ଧମକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସମ୍ପର୍କରେ କଂଗ୍ରେସ କର୍ମୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି…

ଏପ୍ରିଲ ୧ ରୁ ସୁଭଦ୍ରା ପାଇଁ ନୂତନ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟର ନୂତନ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଏପ୍ରିଲ ୧ ତାରିଖରୁ ଏଥିନେଇ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମତୀ ପରିଡ଼ା। ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ…

ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା

ବଲାଙ୍ଗୀରି : ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ । ବଲାଙ୍ଗିର ଟିଟିଲାଗଡ଼ରେ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ…

ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତିମଣତି

ପୁରୀ : ଏପ୍ରିଲ ୮, ୯ ଓ ୧୦ରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହା…

ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ, ବିରୋଧୀ କରୁଛନ୍ତି ଅପପ୍ରଚାର

ଭୁବନେଶ୍ୱର : ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ । ବିରୋଧୀମାନେ ଅପପ୍ରଚାର କରୁଛନ୍ତି । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଲପିଜି ବୁକିଂରେ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ତୁଳନାରେ ଆମେ…

ଗ୍ୟାସ୍‌ ଏଜେନ୍ସି ଆଗରେ ବିକ୍ଷୋଭ: ଡେଲିଭେରି ନ ହୋଇ ଆସୁଛି ଡେଲିଭେରି ମେସେଜ

ଭୁବନେଶ୍ୱର : ରାଜଧାନୀରେ ଗ୍ୟାସ ଉପଭୋକ୍ତାଙ୍କ ଅଭିଯୋଗ । ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି । ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଛି । ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ…

ବିବାହ ପାଇଁ ପ୍ରେମିକା ମନା କରିବାରୁ ଜୀବନ ହାରିବାକୁ ଟାୱାର ଉପରେ ଚଢିଗଲେ ଯୁବକ

କାଲିମେଳା : ଲଭ୍ କେଲିଏ କୁଛି ଭି କରେଗା । ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ଉଦ୍ୟମ କରିଥିଲେ ଆଡ଼ମା ମାଡ଼କାମୀ । ମାଲକାନଗିରି…

ନବବଧୂଙ୍କ ସନ୍ଦେଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗୀରି : ବିବାହକୁ ବର୍ଷେ ପୂରିନି, ଚାଲିଗଲା ନବ ବଧୂଙ୍କ ଜୀବନ| ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମହୀପୁରରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଅନୁପମା ମହାନନ୍ଦ । ତାଙ୍କୁ ହତ୍ୟା…

ଦଶପଲ୍ଲା ଟୁରିଷ୍ଟ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା

ନୟାଗଡ଼: ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି…

ସ୍ବର୍ଗଦ୍ବାର ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା

ପୁରୀ: ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ମାରଣାସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ଜିଲ୍ଲା ପେଣ୍ଠକଟା ଧୋବାଖାଲଠାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବଡଶଙ୍ଖ ଅଞ୍ଚଳର ତପୁ ନାୟକ। ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା…