କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ

କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍‌ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା…

ଇଟାଲୀରେ ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ

ଇଟାଲୀ : ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ପରେ ଇଟାଲୀରେ ଆଇନ ପରିବର୍ତ୍ତନ । ମହିଳା ହତ୍ୟାକାରୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ । ନଭେମ୍ବର ୨୫ତାରିଖରେ ଇଟାଲୀୟ ସଂସଦ ଏନେଇ ଏକ ଆଇନ ପାସ୍ କରିଥିଲା । ଯାହାକୁ ସରକାର ଏବଂ…

‘ଡିଟୱା’ ପ୍ରଭାବ: ତାମିଲନାଡ଼ୁରେ ବିଭିନ୍ନ ପରୀକ୍ଷା ବାତିଲ

ତାମିଲନାଡ଼ୁ : ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ହୋଇଛି ବାତ୍ୟା ଡିଟୱା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁରେ ପବନ…

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନ୍ୟାସନାଲ ହେରାଲ୍ଡ ମାମଲାରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ…

ବାରବାଟୀ ମ୍ୟାଚ୍‌ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି

କଟକ : ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୯ ତାରିଖରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଓଡିଶା ସରକାର ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା…

କାର୍ଯ୍ୟରେ ଅଭବହେଳା: ୧୦ ଶିକ୍ଷକଙ୍କ ଦରମା ବନ୍ଦ

ବୌଦ୍ଧ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଜାରି ହୋଇଛି। କାର୍ଯ୍ୟରେ ଅଭବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ସୂଚନା…

ସୁରଟ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା…

ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ଆଉ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ…

ଦଶପଲ୍ଲାରେ ଆତ୍ମଗୋପନ କରିଛନ୍ତି ମାଓବାଦୀ, କମ୍ବିଂ ଅପରେସନ ଜାରି

ଦଶପଲ୍ଲା: ଛତିଶଗଡ଼ ଓ ଓଡ଼ିଶାର ମାଓ ଉପଦ୍ରୁତ ଜିଲାଗୁଡ଼ିକରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ଏଥିପାଇଁ ଛତିଶଗଡ଼ର ଏକ ଛାମୁଆ ମାଓ ସଙ୍ଗଠନ ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଆଧାରରେ…

ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି

ଭୁବନେଶ୍ୱର: ସମ୍ପତ୍ତି ତାଲିକା ନଦେଲେ ହେବନି ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ସବୁ ବିଭାଗକୁ ଚିଠି ଲେଖିଲେ ACS ସୁରେନ୍ଦ୍ର କୁମାର । ଜାନୁଆରି ସୁଦ୍ଧା ସବୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ…