ଋଣ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା
ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀସାମଲ ସାହି କୁନୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବିଞ୍ଝାରପୁର ପୁଲିସ। ଋଣ ଟଙ୍କା ସୁଝିବାକୁ ଜିଦ କରିବାରୁ କୁନୀତାଙ୍କୁ ରଡ଼ରେ ପିଟି ହତ୍ୟା ପରେ ପୋଡିଦେଇଥିଲେ ଶାଶୁଘର ଲୋକେ।ଶନିବାର ବିଞ୍ଝାରପୁର ପୁଲିସ ଅଭିଯୁକ୍ତ ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର…