ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ମାର୍ଚ୍ଚ ୧୧ରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୩ରେ ହେବ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୩ ମାର୍ଚ୍ଚରେ ହେବ । ଓଡ଼ିଆ ପରୀକ୍ଷା ବ୍ୟତୀତ ଅନ୍ୟ ସବୁ ଭାଷାର…

ବଢ଼ିଲା ଦରମା: ଭତ୍ତା ସହ ବାଚସ୍ପତି ଓ ଉପବାଚସ୍ପତି ପାଇ​‌ବେ ୪.୨୮ ଲକ୍ଷ

ଭୁବନେଶ୍ବର: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି। ପୂର୍ବରୁ ବାଚସ୍ପତି ୪୦ ହଜାର…

ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଏବଂ ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍ ଗୃହୀତ ହେଲା। ବିଧାୟକଙ୍କ ଦରମା ୧ ଲକ୍ଷ ୧୧…

ଶେଷ ହେଲା ବିଧାନସଭା ଅଧିବେଶନ, ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ

ଭୁବନେଶ୍ବର : ସରିଲା ବିଧାନସଭା ଅଧିବେଶନ । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେଲା ବିଧାନସଭା । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ । ମୋଟ ୧୧ ଦିନ ଚାଲିଲା ଶୀତ ଅଧିବେଶନର ଗୃହକାର୍ଯ୍ୟ…

ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାମ ଘୋଷିତ, ଅଭିଳାଷ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି

ଭୁବନେଶ୍ୱର : ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା । ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନାଁ ଘୋଷଣା କରାଯାଇଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା…

ପୋଲ ତଳକୁ ଖସିଲା ବାଇକ୍ ୨ ମୃତ

ନୟାଗଡ଼ : ବାଇକ୍ ଦୁର୍ଘଟଣାରେ ବ୍ରିଜ ତଳକୁ ଖସି ଦୁଇ ଜଣଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ା ଝୋଲା ଫାଣ୍ଡି ନିକଟସ୍ଥ ବେରୁଆବାରୀ ପଂଚାୟତର ତୋରିଗାଡିଆ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ଗତ ରାତିରେ…

ଫାଶରେ ପଡ଼ିଲା କଲରାପତରିଆ, ଲୋକେ ଆତଙ୍କିତ

ଅନୁଗୁଳ : ଫାଶରେ ପଡ଼ିଲା କଲରାପତରିଆ । ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁ ନିକଟରେ ଜନ୍ତାରେ ପଡ଼ିଲା କଲରାପତରିଆ ବାଘ । ଜନ୍ତୁ ଶିକାର ପାଇଁ ଗାଁରେ ଫାଶ ବସାଯାଇଥିଲା । ସେହି ଯନ୍ତାରେ କଲରାପତରିଆ ବାଘ ପଡି…

ନାସିକରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନାସିକ: ମହାରାଷ୍ଟ୍ରର ନାସିକରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଦୁଃଖ ପ୍ରକାଶ…

ଜାପାନ୍‌ରେ ଶକ୍ତିଶାଳୀ ଭୂମିକମ୍ପ, ସୂନାମୀ ଆଲର୍ଟ

ଟୋକିଓ : ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି । ଜାପାନରେ…

ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ…