ଆମେରିକା ସହିତ ଶାନ୍ତି ଆଲୋଚନା ଗଠନମୂଳକ ମାତ୍ର ସହଜ ନୁହେଁ : ଜେଲେନସ୍କି
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଶାନ୍ତି ଯୋଜନା ଉପରେ ଆମେରିକୀୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା ଗଠନମୂଳକ କିନ୍ତୁ ସହଜ ନୁହେଁ । ଜେଲେନସ୍କି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ…