ଓଡ଼ିଶାରେ ପ୍ରବଳ ଶୀତଲହରୀ ଜାରି: ରାଉରକେଲାରେ ତାପମାତ୍ରା ୮°C ରେକର୍ଡ
ରାଉରକେଲା, ୧୩/୧୨ : ସାରା ଓଡ଼ିଶାରେ ପ୍ରବଳ ଶୀତଲହରୀ ଜାରି ରହିଛି, ଯାହାଫଳରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି | ଶୁକ୍ରବାର ଦିନ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଏହାକୁ ରାଜ୍ୟର…