ରିଓ ଡୋ ଜେନେରିଓରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ପୋଲିସର ବଡ଼ ଅଭିଯାନ, ୬୪ ମୃତ
ବ୍ରାଜିଲ : ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।…
ବ୍ରାଜିଲ : ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।…
ବାଲେଶ୍ଵର: ଶିଶୁ ମୃତ୍ୟୁ ଅଭିଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳା ପାଇଁ ଜଣେ ୩ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଶିଶୁ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଜମାଳପୁର ଅଞ୍ଚଳର ଶମ୍ଭୁନାଥ…
ପାତ୍ରପୁର: ସାମୁଦ୍ରିକ ଝଡ ମନ୍ଥା ପ୍ରଭାବରେ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ୍ ରେ ଜିଲ୍ଲାର ସର୍ବାଧିକ ବୃଷ୍ଟି ରେକଡ୍ ହୋଇଛି। ବର୍ଷା ଫଳରେ ଦୁର୍ଗମ ପାହାଡ ଅଞ୍ଚଳରେ ଆଦିବାସୀ କରିଥିବା ବିଭିନ୍ନ ଫସଲ ମାଟିରେ ଅତଡାରେ ନଷ୍ଟ ହେବା ଆଶଙ୍କା ଦେଖା…
ଭୁବନେଶ୍ବର: ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି। ଏ ନେଇ ରାଜଭବନ ମିନି କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସେକ୍ସନର ପ୍ରଦର୍ଶନର ମୂଲ୍ୟାଙ୍କନ…
ଟିଟିଲାଗଡ଼: ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଉମାକାନ୍ତ ମହାକୁର । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ…
ଚମ୍ପୁଆ : ମହୁମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ରାମଚନ୍ଦ୍ରପୁରର ନିରାଶ ମୁଣ୍ଡା ବୋଲି ଜଣାପଡିଛି। ଦୁଇ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ…
ବରଗଡ : ବରଗଡ ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଘଟିଛି। କାର୍ କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହୋଟେଲରେ ଖାଇବା ସମୟରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କିଛି ଯୁବକ ଗାନ୍ଧୀ ଛକରେ…
ଭୁବନେଶ୍ଵର: ବାତ୍ୟା ମନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ରେ ୨୦୨୬ର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଥିଲା। ହେଲେ ବାତ୍ୟା ମନ୍ଥା ପ୍ରଭାବ ପାଇଁ ଅନେକ କଲେଜର…
ଭୁବନେଶ୍ୱର : ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ସଠିକ ଆକଳନ କରି ୭୨…
କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ…