ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟଳିଲା ମହାଯୁଦ୍ଧର ବିପଦ! ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍…

ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର:ସୋସିଆଲ ମିଡିଆ ୟୁଜର୍ସ ସାବଧାନ। ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ। ଏଣିକି ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର…

ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର : ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର। ସସ୍ମିତ ପାତ୍ର ୨୦୨୨ରେ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ। ତାଙ୍କୁ ସଂସଦୀୟ ଦଳ ନେତା କରିଥିଲା…

ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟର ଗ୍ରୀନ୍ ସିଗନାଲ୍, ୮୧୬କୁ ବୃଦ୍ଧି ହେବ ଲୋକସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର : ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ । ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ର ଗ୍ରୀନ୍ ସିଗ୍ ନାଲ୍ । ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ ସଂସଦ…

ହଷ୍ଟେଲ ଓ ଲାଇବ୍ରେରୀ ସୁବିଧା ଦାବିରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ଝୁଲିଲା ତାଲା

କୋରାପୁଟ : କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ତାଲା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସର ଛାତ୍ରଛାତ୍ରୀ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା…

ଆସିଲା ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । AAIB ପକ୍ଷରୁ ହୋଇଥିବା ଦୁର୍ଘଟଣାର…

ପତ୍ନୀର ତଣ୍ଟି କାଟିଲା ସ୍ବାମୀ, ହତ୍ୟା ପରେ କଲା ଆତ୍ମସମର୍ପଣ

ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା କୁହାରେ ବୀଭତ୍ସ ହତ୍ୟାକାଣ୍ଡ । ପରିବା କଟା ଛୁରୀରେ ପତ୍ନୀର ତଣ୍ଟି କାଟିଲା ସ୍ବାମୀ । ପତ୍ନୀକୁ ହତ୍ୟା କରିବା ପରେ ଆତ୍ମସମର୍ପଣ କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଦେବରାଜ ଷଡ଼ଙ୍ଗୀକୁ ଗିରଫ କରି…

କାଠ ଗୋଲା ଭିତରେ ବେଆଇନ ଗ୍ୟାସ୍ ଗୋଦାମ, ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ସିଲିଣ୍ଡର

ଭୁବନେଶ୍ବର: କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ। ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ମିଳିଲା…

ଶୋଇଥିବା ବେଳେ ଗଛ ପଡ଼ି ଭାଙ୍ଗିଲା ଘର, ୩ ଗୁରୁତର

ସୋର: ଖଇରାରେ କାଳବୈଶାଖୀରେ ପ୍ରଭାବ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଵର୍ଷା, ପବନ, ବିଜୁଳି ଘଡଘଡିର ତାଣ୍ଡବ। ପବନରେ ଭାଙ୍ଗିଲା ଘର ଓ ଅନେକ ବଡ଼ ବଡ଼ ଗଛ । ଲୋକେ ଶୋଇଥିବା ବେଳେ ଗଛ ପଡ଼ି…

ମହୁମାଛି ଆକ୍ରମଣରେ ଜଣେ ମୃତ

କୁଚିଣ୍ଡା: ମହୁମାଛି ଆକ୍ରମଣ ରେ ଜଣେ ମୃତ, ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ…