୨୦ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ନେଇ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ: ଏପ୍ରିଲ ୨୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଏଥିସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଗଛ ପଡ଼ି ଯବାନଙ୍କ ମୃତ୍ୟୁ

ଜୟପୁର: ସାରଣ୍ଡାର ଘନ ଜଙ୍ଗଲରେ ସ୍ଥିତ ଜରାଇକେଲା ଥାନା ଅଞ୍ଚଳର ବାବୁଡେରା ସିଆରପିଏଫ୍ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଘଟଣାରେ କୋବ୍ରା ୨୧୦ ବାଟାଲିଅନ୍‌ର କନଷ୍ଟେବଲ୍‌ ରାକେଶ କୁମାରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ସୁରକ୍ଷା ବଳଙ୍କ ମଧ୍ୟରେ ଶୋକ…

୧୦ ତାରିଖ ଯାଏଁ କାଳବୈଶାଖୀ !, ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କିଛି…

୫ ଦିନ ହେଲା ଗାଁ ଅନ୍ଧାର, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବାସୁଦେବପୁର:କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ଫଳରେ ୫ଦିନ ଧରି ଗାଁ ଅନ୍ଧାର। ବିଦ୍ୟୁତ ଅଧିକାରୀଙ୍କୁ ଅଭିଯୋଗ କରିବା ପରେବି ସୁଧାର ନଆସିବାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଗାଁରେ…

ଭାରତୀୟ ଗ୍ୟାଙ୍ଗଷ୍ଟର ଭାନୁ ରାଣାକୁ ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ:ଆମେରିକାର କାଲିଫର୍ଣ୍ଣିଆରେ ଜଣେ ଭାରତୀୟ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା । ହରିୟାଣା କରନାଲ ବାସିନ୍ଦା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାନୁ ରାଣାକୁ ହତ୍ୟା। ଭାନୁକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ହତ୍ୟା କରିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି। ଅବଶ୍ୟ ପୋଷ୍ଟର…

ଡ୍ରୋନ୍ ପଠାଇ କ୍ଷମା ମାଗିଲା ଦକ୍ଷିଣ କୋରିଆ

ପିୟୋଙ୍ଗୟାଙ୍ଗ୍ / ସିଓଲ୍: ଚଳିତ ବର୍ଷ ଆରମ୍ଭରେ ଉତ୍ତର କୋରିଆକୁ ଡ୍ରୋନ୍ ପଠାଇବା ଘଟଣାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ (Lee Jae Myung) ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ 'ବେପରୁଆ' କାର୍ଯ୍ୟ ବୋଲି କହିଛନ୍ତି।…

ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- ‘କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ, ୦୭/୦୪ : ମଧ୍ୟପ୍ରାଚ୍ୟ ଅସ୍ଥିର । ସରୁନି ଯୁଦ୍ଧ । ବାରମ୍ବାର ଇରାନ ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଲଗାତାର ଭାବେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସୁଛି । ମଙ୍ଗଳବାର ସେ…

ମହିଳାଙ୍କୁ ତିନି ଦିନ ପାଇଁ ଅଛୁଆଁ ଭାବେ ବିବେଚନା କରାଯାଇପାରିବ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୭/୦୪ : ପୁଣି ଥରେ ଚର୍ଚ୍ଚାରେ କେରଳମର ପ୍ରସିଦ୍ଧ ସବରୀମାଳା ମନ୍ଦିର । ଦୀର୍ଘ ବର୍ଷ ଧରି ଏଠାରେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଁଚି ଯାଇଛି । ସୁପ୍ରିମ କୋର୍ଟ ମାମଲାରେ ଶୁଣାଣି…

କୋର୍ଟଙ୍କ ଜାମିନ୍ ସତ୍ତ୍ୱେ ଜେଲରୁ ବାହାରି ପାରିବନି ମହାଠକ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଦୀର୍ଘ ଦିନ ଧରି ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାକୁ ଜାମିନ ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ କଥିତ ଅଭିଯୁକ୍ତ ସୁକେଶର ଅଧିକାରୀ…

ଇରାନକୁ ଜେଡି ଭାନ୍ସଙ୍କ ଚେତାବନୀ; କୂଟନୈତିକ ସମାଧାନ ପାଇଁ ଧୈର୍ଯ୍ୟ ଶେଷ

ବୁଡାପେଷ୍ଟ/ୱାସିଂଟନ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟକ୍ରମରେ ଇରାନ ନେତୃତ୍ୱକୁ ଶେଷ ତଥା କଡ଼ା ଚେତାବନୀ ଦେଇଛନ୍ତି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ସହ ବୁଡାପେଷ୍ଟ ଗସ୍ତରେ ଥିବା ଭାନ୍ସ କହିଛନ୍ତି ଯେ, ଆମେରିକାର ନୀତି…